‘ପାଟକୁରାରେ ସ୍ୱାଭିମାନର ପ୍ରଶ୍ନ ରହିଛି, ଆଞ୍ଚ ଆସିଲେ ସ୍ୱାଭିମାନ ଜଳିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କିଛି ଦିନର ନିରବତା ପରେ ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ନେତା ଡା. ଦାମୋଦର ରାଉତ୍‌। ପାଟକୁରା ନିର୍ବାଚନ ପ୍ରସଙ୍ଗରେ ଦାମ ଏକ ଗରମାଗରମ ମନ୍ତବ୍ୟ ଦେଇ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଦାମ କହିଛନ୍ତି ଯେ, ଲୋକେ ନବୀନଙ୍କୁ ନୁହେଁ, ବ୍ୟୁରୋକ୍ରାଟଙ୍କୁ ଭୋଟ ଦେଉଛନ୍ତି। ପାଟକୁରାରେ ସ୍ୱାଭିମାନର ପ୍ରଶ୍ନ ରହିଛି, ଆଞ୍ଚ ଆସିଲେ ସ୍ୱାଭିମାନ ଜଳିବ। ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରାଇ ନଦେବାକୁ ନବୀନ ପଣ […]

dama.

dama.

Tapas Behera
  • Published: Sunday, 07 July 2019
  • Updated: 07 July 2019, 05:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କିଛି ଦିନର ନିରବତା ପରେ ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ନେତା ଡା. ଦାମୋଦର ରାଉତ୍‌। ପାଟକୁରା ନିର୍ବାଚନ ପ୍ରସଙ୍ଗରେ ଦାମ ଏକ ଗରମାଗରମ ମନ୍ତବ୍ୟ ଦେଇ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଦାମ କହିଛନ୍ତି ଯେ, ଲୋକେ ନବୀନଙ୍କୁ ନୁହେଁ, ବ୍ୟୁରୋକ୍ରାଟଙ୍କୁ ଭୋଟ ଦେଉଛନ୍ତି।

ପାଟକୁରାରେ ସ୍ୱାଭିମାନର ପ୍ରଶ୍ନ ରହିଛି, ଆଞ୍ଚ ଆସିଲେ ସ୍ୱାଭିମାନ ଜଳିବ। ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରାଇ ନଦେବାକୁ ନବୀନ ପଣ କରିଛନ୍ତି। ନବୀନ ଅଧ ଡଜନ ମନ୍ତ୍ରୀ ଓ ନେତାଙ୍କୁ ପାଟକୁରାରେ ପ୍ରଚାର ଲାଗି ଭର୍ତ୍ତି କରିଛନ୍ତି। ପାଟକୁରାବାସୀ ଚେତନଶୀଳ। ଏଠି ଟେବୁଲ ତଳ କାରବାର କାମ କରିବନି। ୮୦ ମସିହାରେ ପାଟକୁରାରେ ବିଜୁ ବାବୁ ବିଜୟଙ୍କୁ ପ୍ରାର୍ଥୀ କରାଇଥିଲେ। କହିଥିଲେ ମୁଁ ବଡ଼ ବିଜୁ। ବିଜୟ ସାନ ବିଜୁ। ସାନ ନଦୀର ସୁଅ ଟାଣ। ନବୀନଙ୍କ କ୍ରୂରତା ବିଜୟଙ୍କୁ ୨୦ ବର୍ଷ ହେଲା ବିଧାନସଭାରୁ ଦୂରେଇ ରଖିଛି ବୋଲି ଦାମ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ପାଟକୁରା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୀତିକ ପାଣିପାଗ ସରଗରମ ହୋଇଛି। ଏହି ଆସନଟି ବିଜୟ ମହାପାତ୍ରଙ୍କ ପାଇଁ ସ୍ୱାଭିମାନ ଓ ସମ୍ମାନର ବିଷୟ ହୋଇଥିବା ବେଳେ ବିଜୟଙ୍କ ବିରୋଧରେ ବିଜେଡି ସବୁ ରଣକୌଶଳ ଲଗେଇଦେଇଛି। ଆସନ୍ତା ୨୦ ତାରିଖରେ ପାଟକୁରାରେ ଭୋଟ ଗ୍ରହଣ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story