‘ଦାମ ପାୱାରଫୁଲ, ନବୀନ କାପୁରୁଷ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଜଙ୍ଗରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ମହିଳା ସମାବେଶକୁ ନେଇ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କୁ ତାଚ୍ଛଲ୍ୟ କରିଛନ୍ତି ବିଧାୟକ ଡା. ଦାମୋଦର ରାଉତ। ଏପରିକି ନବୀନ ଜଣେ କାପୁରୁଷ ବୋଲି ସେ କହିଛନ୍ତି। ସମାବେଶରେ ଅନ୍ୟ ନିର୍ବାଚନମଣ୍ଡଳୀରୁ ଲୋକଙ୍କୁ ଅଣାଯାଇଥିବା ଦାମ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “୨୦ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେ କାପୁରୁଷ ତାହା ସେ ପ୍ରମାଣ କରିଦେଲେ। ଗୋଟିଏ ବ୍ଲକରେ […]

naveen-dama

naveen-dama

Jyoshna Pradhan
  • Published: Sunday, 30 September 2018
  • Updated: 30 September 2018, 06:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଜଙ୍ଗରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ମହିଳା ସମାବେଶକୁ ନେଇ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କୁ ତାଚ୍ଛଲ୍ୟ କରିଛନ୍ତି ବିଧାୟକ ଡା. ଦାମୋଦର ରାଉତ। ଏପରିକି ନବୀନ ଜଣେ କାପୁରୁଷ ବୋଲି ସେ କହିଛନ୍ତି।

ସମାବେଶରେ ଅନ୍ୟ ନିର୍ବାଚନମଣ୍ଡଳୀରୁ ଲୋକଙ୍କୁ ଅଣାଯାଇଥିବା ଦାମ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “୨୦ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେ କାପୁରୁଷ ତାହା ସେ ପ୍ରମାଣ କରିଦେଲେ। ଗୋଟିଏ ବ୍ଲକରେ ମହିଳା ସମାବେଶ କରିବା ପାଇଁ ମନ୍ତ୍ରୀ ପଠାଇଛନ୍ତି। ତଥାପି ସନ୍ଦେହ ରହିଛି କାଳେ ଲୋକ ହେବ ନାହିଁ, ସେଥିପାଇଁ ମହାକାଳପଡ଼ା, ପାଟକୁରା ଓ ଜଗତସିଂହପୁର ଗାଡ଼ି ପଠାଇ ଲୋକ ଆଣିଛନ୍ତି। ତଥାପି ନିଅଣ୍ଟ ହେବାରୁ ବାହାର ନିର୍ବାଚନମଣ୍ଡଳୀରୁ ମହିଳାଙ୍କୁ ଅଣାଯାଇଛି। ଏଥିରୁ ଦୁନିଆ ଜାଣିଲା ଦାମ ରାଉତ କେତେ ପାୱାର୍‌ଫୁଲ୍‌ ଓ ନବୀନ ପଟ୍ଟନାୟକ କେତେ କାପୁରୁଷ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story