ଟ୍ରକ୍ ଓଲଟି ଡ୍ରାଇଭର ଓ ହେଲପର ମୃତ

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପାର୍ତ୍ତାପୁର ଘାଟିରେ ଆଜି ଭୋରରେ ଏକ କୋଇଲା ବୋଝେଇ ଟ୍ରକ୍‌ ରାସ୍ତାକଡ଼କୁ ଓଲଟି ଏକ ଗଛରେ ପିଟି ହୋଇ ଯିବାରୁ ଉଭୟ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭରଙ୍କ ନାଁ ବୁର୍‌ଲାଲ ଓ ହେଲପରଙ୍କ ନାଁ ସୁରେଶ। ଉଭୟଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି। ଟ୍ରକ୍‌ଟି ବିଶାଖାପାଟଣାରୁ କୋଇଲା ନେଇ ଛତିଶଗଡ଼ ଯାଉଥିବା ବେଳେ ପାର୍ତ୍ତାପୁର ଘାଟିରେ ଓଲଟି ପଡ଼ିଥିଲା। ପୁଲିସ୍‌ ମୃତଦେହ […]

truck

truck

Jitendra Garnayak
  • Published: Monday, 15 April 2019
  • Updated: 15 April 2019, 10:01 AM IST

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପାର୍ତ୍ତାପୁର ଘାଟିରେ ଆଜି ଭୋରରେ ଏକ କୋଇଲା ବୋଝେଇ ଟ୍ରକ୍‌ ରାସ୍ତାକଡ଼କୁ ଓଲଟି ଏକ ଗଛରେ ପିଟି ହୋଇ ଯିବାରୁ ଉଭୟ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି।

ମୃତ ଡ୍ରାଇଭରଙ୍କ ନାଁ ବୁର୍‌ଲାଲ ଓ ହେଲପରଙ୍କ ନାଁ ସୁରେଶ। ଉଭୟଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି।

truck1ଟ୍ରକ୍‌ଟି ବିଶାଖାପାଟଣାରୁ କୋଇଲା ନେଇ ଛତିଶଗଡ଼ ଯାଉଥିବା ବେଳେ ପାର୍ତ୍ତାପୁର ଘାଟିରେ ଓଲଟି ପଡ଼ିଥିଲା। ପୁଲିସ୍‌ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story