ଘାଟିରେ ଶହେ ଫୁଟ୍‌ ତଳକୁ ଖସିଲା ଟ୍ରକ୍

ବରିପଦା (ମାନିକ୍ ଲାଲ ପାଣି): ଭାରସାମ୍ୟ ହରାଇ ଘାଟିରେ ଶହେ ଫୁଟ ତଳକୁ ଖସିଗଲା ଟ୍ରକ୍। ରବିବାର ଏହି ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟିରେ। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲ୍‌ପରଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ଟି କେନ୍ଦୁଝରରୁ କୋଲକାତା ଅଭିମୁଖେ ଯାଉଥିଲା। ଏଥିରେ ଲୁହା ପଥର ସହିତ କିଛି କେମିକାଲ୍ ଡବା ଲୋଡ୍ ହୋଇଥିଲା। ଟ୍ରକ୍‌ଟି ଭୋରରେ ଦୁର୍ଘଟଣାର ଶିକାର ହୋଇଥିଲା। ସକାଳେ […]

Accident

Accident

Jitendra Garnayak
  • Published: Sunday, 18 July 2021
  • Updated: 18 July 2021, 10:06 AM IST

Sports

Latest News

ବରିପଦା (ମାନିକ୍ ଲାଲ ପାଣି): ଭାରସାମ୍ୟ ହରାଇ ଘାଟିରେ ଶହେ ଫୁଟ ତଳକୁ ଖସିଗଲା ଟ୍ରକ୍। ରବିବାର ଏହି ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟିରେ।

ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲ୍‌ପରଙ୍କ ଅବସ୍ଥା ଗୁରୁତର ରହିଛି।

ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ଟି କେନ୍ଦୁଝରରୁ କୋଲକାତା ଅଭିମୁଖେ ଯାଉଥିଲା। ଏଥିରେ ଲୁହା ପଥର ସହିତ କିଛି କେମିକାଲ୍ ଡବା ଲୋଡ୍ ହୋଇଥିଲା।

ଟ୍ରକ୍‌ଟି ଭୋରରେ ଦୁର୍ଘଟଣାର ଶିକାର ହୋଇଥିଲା। ସକାଳେ ସ୍ଥାନୀୟ ଲୋକେ ପାହାଡ଼ ତଳେ ଏକ ଟ୍ରକ୍ ପଡ଼ିଥିବା ଦେଖି ପୁଲିସ୍ ଓ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ। ଏହା ସହିତ ସେମାନେ ଗୁରୁତର ଆହତ ଅବସ୍ଥାରେ ପଡ଼ିଥିବା ହେଲ୍‌ପର୍‌ଙ୍କୁ ଉଦ୍ଧାର କରିଥିଲେ।

ଖବର ଲେଖାଯିବା ବେଳକୁ ଟ୍ରକ୍ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଛନ୍ତି। ତାଙ୍କର ମୃତ୍ୟୁ ହୋଇସାରିଛି। ତାଙ୍କୁ ଟ୍ରକ୍‌ ଭିତରେ ବାହାର କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story