ଏଣିକି ରାଜଧାନୀରେ ଡ୍ରୋନ୍‌ ଜଗିବ ଟ୍ରାଫିକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏଣିକି ଡ୍ରୋନ୍ ଜଗିବ ଟ୍ରାଫିକ୍। ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏ ‘ନୋ ଓଭରଟେକିଂ’ ଜୋନ୍ ହେବ। ‘ନୋ ଓଭରଟେକିଂ’ ସହ ଲେନ୍‌ ଡ୍ରାଇଭିଂ ପାଇଁ ମଧ୍ୟ ଚାଳକଙ୍କୁ କଡ଼ା ତାଗିଦ୍ କରାଯିବ। ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଡ୍ରୋନ୍ କ୍ୟାମେରା ନିଘା ରହିବ। ଏଥସହ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଉପରେ ଜୋରିମାନା କରାଯିବ ବୋଲି ଟୁଇନ୍ ସିଟି ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।

bbsr

Jyoshna Pradhan
  • Published: Monday, 26 August 2019
  • , Updated: 26 August 2019, 02:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏଣିକି ଡ୍ରୋନ୍ ଜଗିବ ଟ୍ରାଫିକ୍। ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏ ‘ନୋ ଓଭରଟେକିଂ’ ଜୋନ୍ ହେବ। ‘ନୋ ଓଭରଟେକିଂ’ ସହ ଲେନ୍‌ ଡ୍ରାଇଭିଂ ପାଇଁ ମଧ୍ୟ ଚାଳକଙ୍କୁ କଡ଼ା ତାଗିଦ୍ କରାଯିବ। ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଡ୍ରୋନ୍ କ୍ୟାମେରା ନିଘା ରହିବ।

ଏଥସହ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଉପରେ ଜୋରିମାନା କରାଯିବ ବୋଲି ଟୁଇନ୍ ସିଟି ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।

Related story