ମଦୁଆ ଦିଅରକୁ ହାଣିଦେଲା ଭାଉଜ!

କୋଣାର୍କ (ସଞ୍ଜୟ ପତି): ଦିଅରକୁ କଟୁରୀରେ ହାଣି ମାରିଦେଲା ଭାଉଜ! ନିଶାସକ୍ତ ଦିଅରର ଆକ୍ରମଣରୁ ବର୍ତ୍ତିବା ପାଇଁ ଭାଉଜ କଟୁରୀରେ ହାଣିଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପୁରୀ ଜିଲ୍ଲା କାକଟପୁର ଥାନା ଅଞ୍ଚଳରୁ ଆସିଛି। ଆକ୍ରମଣ ପରେ ଭାଉଜ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଅଭିଯୋଗରୁ ପ୍ରକାଶ ମଙ୍ଗଳବାର ଅପରାହ୍ନରେ ବିଚିତ୍ର ପ୍ରଧାନ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ପରେ ଜମିବାଡ଼ି ବିବାଦକୁ ନେଇ ‍ବଡ଼ ଭାଇ ଓ ଭାଉଜଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଯୁକ୍ତିତର୍କ […]

konark

konark

Manoranjan Sial
  • Published: Wednesday, 10 February 2021
  • Updated: 10 February 2021, 05:23 PM IST

Sports

Latest News

କୋଣାର୍କ (ସଞ୍ଜୟ ପତି): ଦିଅରକୁ କଟୁରୀରେ ହାଣି ମାରିଦେଲା ଭାଉଜ! ନିଶାସକ୍ତ ଦିଅରର ଆକ୍ରମଣରୁ ବର୍ତ୍ତିବା ପାଇଁ ଭାଉଜ କଟୁରୀରେ ହାଣିଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପୁରୀ ଜିଲ୍ଲା କାକଟପୁର ଥାନା ଅଞ୍ଚଳରୁ ଆସିଛି। ଆକ୍ରମଣ ପରେ ଭାଉଜ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ଅଭିଯୋଗରୁ ପ୍ରକାଶ ମଙ୍ଗଳବାର ଅପରାହ୍ନରେ ବିଚିତ୍ର ପ୍ରଧାନ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ପରେ ଜମିବାଡ଼ି ବିବାଦକୁ ନେଇ ‍ବଡ଼ ଭାଇ ଓ ଭାଉଜଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଯୁକ୍ତିତର୍କ ଭିତରେ ବିଚିତ୍ର ତାଙ୍କ ଭାଉଜଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ବିଚିତ୍ରଙ୍କୁ ତାଙ୍କ ଭାଉଜ ଏକ କଟୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଜୀବନ ବିକଳରେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ବିଚିତ୍ର ଦୌଡ଼ି ଦୌଡ଼ି ଗାଁ ବାହାରକୁ ଚାଲି ଯାଇଥିଲା। ଦୀର୍ଘ ସମୟ ଧରି କ୍ଷତାକ୍ତ ଅବସ୍ଥାରେ ବିଲ ମଝିରେ ପଡ଼ି ରହିଥିଲେ। ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବିଚିତ୍ରଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ କାକଟପୁର ଥାନା ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ମୃତ ବିଚିତ୍ରଙ୍କ ଭାଉଜ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପାରିବାରିକ ଓ ଜମି-ବାଡ଼ି ବାବଦକୁ ନେଇ ଗଣ୍ଡଗୋଳ ଥିଲା। ପୂର୍ବରୁ ବିଚିତ୍ର ଗିରଫ ମଧ୍ୟ ହୋଇଥିଲେ। ବିଚିତ୍ରଙ୍କ ନାଁରେ ଥାନା ୩ରୁ ୪ଟି ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story