ଗୁଣିଗାରେଡ଼ି ସନ୍ଦେହରେ ଗାଁରୁ ତଡ଼ି ଦେଲେ, ପାଇପ୍ ତଳେ କଟୁଛି ଜୀବନ

ଜଳେଶ୍ୱର (ଅଜିତ୍ ଦାସ): ଆଜି ବି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ରହିଛି। ଏହି ଅନ୍ଧବିଶ୍ୱାସର ଜ୍ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଅଞ୍ଚଳରେ। ଯେଉଁଠାରେ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ କରାଯାଇ ତଡ଼ିଦିଆଯାଇଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜର ଆତ୍ମୀୟସ୍ୱଜନ ମଧ୍ୟ ନିଜ ଲୋକଙ୍କୁ ଗାଁରୁ ତଡ଼ି ବାହାର କରିଦେଇଛନ୍ତି। ଏପରିକି ଯେଉଁମାନଙ୍କ ସହ ଏକାଠି ସାହି ଓ ଗାଁରେ ରହୁଥିଲେ, ସେମାନେ ବି ପର କରିଦେଲେ। ଆମେ କହୁଛୁ ବାଲିଆପାଳ […]

jaleswar

jaleswar

Ranjit Kumar Jena
  • Published: Monday, 04 January 2021
  • Updated: 04 January 2021, 04:52 PM IST

Sports

Latest News

ଜଳେଶ୍ୱର (ଅଜିତ୍ ଦାସ): ଆଜି ବି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ରହିଛି। ଏହି ଅନ୍ଧବିଶ୍ୱାସର ଜ୍ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଅଞ୍ଚଳରେ। ଯେଉଁଠାରେ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ କରାଯାଇ ତଡ଼ିଦିଆଯାଇଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜର ଆତ୍ମୀୟସ୍ୱଜନ ମଧ୍ୟ ନିଜ ଲୋକଙ୍କୁ ଗାଁରୁ ତଡ଼ି ବାହାର କରିଦେଇଛନ୍ତି। ଏପରିକି ଯେଉଁମାନଙ୍କ ସହ ଏକାଠି ସାହି ଓ ଗାଁରେ ରହୁଥିଲେ, ସେମାନେ ବି ପର କରିଦେଲେ।

ଆମେ କହୁଛୁ ବାଲିଆପାଳ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ଉତ୍ତର ମହିଁଷାମୁଣ୍ଡା ଗ୍ରାମର ଲୁସ୍କୁ ଟୁଡୁଙ୍କ କଥା। ଲୁସ୍କୁଙ୍କ ସ୍ତ୍ରୀଙ୍କୁ ପ୍ରଥମେ ଡାହାଣୀ ବୋଲି ସନ୍ଦେହ କରିଥିଲେ ଗାଁ ଲୋକେ। ଯାହା ପରେ ଲୁସ୍କୁଙ୍କ ପରିବାରକୁ ମାଡ଼ମାରି ଗ୍ରାମବାସୀ ଗାଁରୁ ତଡ଼ି ଦେଲେ। ଏହା ପରେ ସ୍ତ୍ରୀ ଓ ପିଲାକୁ ଧରି ଲୁସ୍କୁ ଗାଁ ଛାଡ଼ି ଚାଲି ଆସିଛନ୍ତି।

ଏବେ ଲୁସ୍କୁଙ୍କ ପରିବାର ମାନପୁର ଗାଁ ପାଖ ରାସ୍ତାରେ ବିଛାଯାଇଥିବା ହ୍ୟୁମ୍ ପାଇପ ଭିତରେ ଆଶ୍ରୟ ନେଇଛନ୍ତି। ଏମାନଙ୍କ ପାଖରେ ପିନ୍ଧିବାକୁ କପଡ଼ା ନାହିଁ। ବର୍ତ୍ତମାନ ଏମାନେ ପ୍ରବଳ ଶୀତରେ ହ୍ୟୁମ୍ ପାଇପ୍ କଲଭର୍ଟ ଭିତରେ ଦିନ କାଟୁଛନ୍ତି। ପାଳ କୁଟାରେ ଶୋଉଛନ୍ତି। ଗୋବର ଘଷି ପାଖରେ ରହୁଛନ୍ତି। କିନ୍ତୁ ମାନପୁର ଗାଁ ଲୋକେ ଲୁସ୍କୁଙ୍କ ପରିବାରକୁ ଖାଇବାକୁ ଦେବା ସହ ସେମାନଙ୍କର ସବୁ କଥା ମଧ୍ୟ ବୁଝୁଛନ୍ତି।

ଏ ନେଇ ଲୁସ୍କୁ କହିଛନ୍ତି, ମୋ ବଡ଼ ଭାଇର ଦୁଇ ପୁଅର ମୃତ୍ୟୁ ହୋଇଥିଲା। ଏଥିପାଇଁ ସେମାନେ ଆମକୁ ସନ୍ଦେହ କରିଥିଲେ। ଯାହା ପରେ ଆମ ନିଜ ଲୋକ ଓ ଗ୍ରାମବାସୀ ମିଶିକି ଆମକୁ ତଡ଼ି ଦେଇଛନ୍ତି। ଆମେ ଏ ନେଇ ସରପଞ୍ଚଙ୍କୁ ଜଣାଇଥିଲୁ। ସରପଞ୍ଚ ଆମକୁ ମାନପୁର ନହେଲେ ଛଡ଼ା ବାଲିକୁଟରେ ରହିବାକୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story