କଟକ ପରେ ଯାଜପୁରରୁ ମିଳିଲା ଡୁପ୍ଲିକେଟ୍‌ ସାମଗ୍ରୀ

ଯାଜପୁର (ଗୋଲାମ୍‌ ଗସ୍‌): ବାଉନ ବଜାର ତେପନ ଗଳିର ସହର କଟକରୁ ଲଗାତର ଭାବେ ମିଳିଥିଲା ନକଲି ଚାହା, ଦଳଦୀ, ଲଙ୍କା, ଧଣିଆ ଗୁଣ୍ଡ। ଏବେ ଏହି ଡୁପ୍ଲିକେଟର ପଦଧ୍ୱନୀ ଯାଜପୁରରେ ଦେଖିବାକୁ ମିଳିଛି। ଆଜି ବାଲିଚନ୍ଦ୍ରପୁରରୁ ଅପମିଶ୍ରିତ ମୋବିଲ ଜବତ କରାଯାଇଛି। ଦୀର୍ଘ ଦିନ ଧରି ବାଲିଚନ୍ଦ୍ରପୁରରେ ବେଆଇନ ଭାବେ ନକଲି ମୋବିଲ ଡିପୋ ଚାଲିଥିଲା। ଯାଜପୁର SDPO ଚିନ୍ମୟ ନାୟକଙ୍କ ନେତୃତ୍ୱରେ ଏକ ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ସମ୍ପର୍କରେ ଜାଣିପାରି ସେଠାରେ କାର୍ଯ୍ୟ […]

desel

desel

Manoranjan Sial
  • Published: Saturday, 09 January 2021
  • Updated: 09 January 2021, 06:37 PM IST

Sports

Latest News

ଯାଜପୁର (ଗୋଲାମ୍‌ ଗସ୍‌): ବାଉନ ବଜାର ତେପନ ଗଳିର ସହର କଟକରୁ ଲଗାତର ଭାବେ ମିଳିଥିଲା ନକଲି ଚାହା, ଦଳଦୀ, ଲଙ୍କା, ଧଣିଆ ଗୁଣ୍ଡ। ଏବେ ଏହି ଡୁପ୍ଲିକେଟର ପଦଧ୍ୱନୀ ଯାଜପୁରରେ ଦେଖିବାକୁ ମିଳିଛି। ଆଜି ବାଲିଚନ୍ଦ୍ରପୁରରୁ ଅପମିଶ୍ରିତ ମୋବିଲ ଜବତ କରାଯାଇଛି।

ଦୀର୍ଘ ଦିନ ଧରି ବାଲିଚନ୍ଦ୍ରପୁରରେ ବେଆଇନ ଭାବେ ନକଲି ମୋବିଲ ଡିପୋ ଚାଲିଥିଲା। ଯାଜପୁର SDPO ଚିନ୍ମୟ ନାୟକଙ୍କ ନେତୃତ୍ୱରେ ଏକ ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ସମ୍ପର୍କରେ ଜାଣିପାରି ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଫେରାର ହୋଇ ଯାଇଥିଲେ। ପୁଲିସ ସେଠାରୁ ପାଖାପାଖି ୧୦୦୦ ଲିଟର ପୋଡ଼ା ମୋବିଲ ଜବତ କରିଛି। ସେଠାରେ ପୋଡ଼ା ମୋବିଲରେ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ମିଶ୍ରଣ କରାଯାଇ ମୋବିଲ୍‌ ପ୍ରସ୍ତୁତ କରାଯାଇଛି। ଯାହାକୁ କୋଲକାତାକୁ ଚାଲାଣ କରାଯାଇଥିବା ଅଭିଯୋଗ ହେଉଛି।

ପୂର୍ବରୁ ମଧ୍ୟ ପୁଲିସ ଏଠାରୁ ଚଢ଼ଉ କରି ବହୁ ପରିମାଣର ମୋବିଲ ଓ ଯନ୍ତ୍ରାଂଶ ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story