ବହୁ ପତ୍ନୀ ନିଶାରେ ଘର ଘର ବୁଲି ପ୍ରସ୍ତାବ ଦେଉଥିଲେ: ଧରାପଡ଼ିଗଲେ, ଦେଖନ୍ତୁ ଭିଡିଓ

ଉଦଳା(ମାନସ ପାଣି): ରସିକିଆ ନକଲି ଆଇଏସ୍‌ ଅଫିସର। ଘରେ ସ୍ତ୍ରୀ ଥାଇ ଏକାଧିକ ପତ୍ନୀ ସନ୍ଧାନରେ ବୁଲୁଥିଲେ ସେ। ବୁଲି ବୁଲି ପ୍ରସ୍ତାବ ଦେଉଥିଲେ। କହୁଥିଲେ ମୁଁ ସମ୍ବଲପୁର ଆଇଏଏସ୍‌ ଅଫିସର। ମୋତେ ବାହାହେବ କି? ସମ୍ପୃକ୍ତ ଅଭିଯୁକ୍ତ ଜଣଙ୍କ ହେଲେ ରଜତ ପଣ୍ଡା। ପୋଲିସ ଏବେ ତାଙ୍କୁ ଗିରଫ କରିଛି। ଆଇଏଏସ୍‌ ପରିଚୟ ଦେଇ ୧୫ ଦିନ ପୂର୍ବରୁ ଜଣେ ଆଶାକର୍ମୀଙ୍କୁ ବିବାହ କରିଥିଲେ ସେ। ଏହା ପୂର୍ବରୁ ସେ ମଧ୍ୟ ବିବାହିତ। ବିବାହ ପରେ […]

tapas vai

tapas vai

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 12:43 PM IST

Sports

Latest News

ଉଦଳା(ମାନସ ପାଣି): ରସିକିଆ ନକଲି ଆଇଏସ୍‌ ଅଫିସର। ଘରେ ସ୍ତ୍ରୀ ଥାଇ ଏକାଧିକ ପତ୍ନୀ ସନ୍ଧାନରେ ବୁଲୁଥିଲେ ସେ। ବୁଲି ବୁଲି ପ୍ରସ୍ତାବ ଦେଉଥିଲେ। କହୁଥିଲେ ମୁଁ ସମ୍ବଲପୁର ଆଇଏଏସ୍‌ ଅଫିସର। ମୋତେ ବାହାହେବ କି? ସମ୍ପୃକ୍ତ ଅଭିଯୁକ୍ତ ଜଣଙ୍କ ହେଲେ ରଜତ ପଣ୍ଡା। ପୋଲିସ ଏବେ ତାଙ୍କୁ ଗିରଫ କରିଛି।
ଆଇଏଏସ୍‌ ପରିଚୟ ଦେଇ ୧୫ ଦିନ ପୂର୍ବରୁ ଜଣେ ଆଶାକର୍ମୀଙ୍କୁ ବିବାହ କରିଥିଲେ ସେ। ଏହା ପୂର୍ବରୁ ସେ ମଧ୍ୟ ବିବାହିତ। ବିବାହ ପରେ ଶ୍ୱଶୁର ଘରେ ୭ରୁ ୮ ଦିନ ରହିଥିଲେ। ଘଟଣାଟି ସାମ୍ନାକୁ ଆସିବା ପରେ ରଜତ ପଣ୍ଡାଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ।
ରଜତ ଜଣକ ନିଜକୁ ଆଇଏଏସ୍‌ ଅଧିକାରୀ କହି ୧୫ ଦିନ ତଳେ ଜଣେ ଆଶାକର୍ମୀଙ୍କୁ ବିବାହ କରିଥିଲେ। ନକଲି ଆଇଏଏସ ଅଧିକାରୀଙ୍କ ଜଣକ ଚାକିରି କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଖୋଳତାଡ ପରେ ଅଭିଯୁକ୍ତକୁ ଦାମୋଦରପୁର ଅଞ୍ଚଳରୁ ଗିରଫ କରିଛି।
ରଜତ ପୂର୍ବରୁ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିଲେ। ଭୁବନେଶ୍ୱର ଜେଲରେ ଦେଢ଼ ବର୍ଷ ସଜା କାଟିଥିଲେ।

https://youtu.be/F1cmRtUzGqU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story