କଟକରେ ନକଲି ସସ୍ କାରଖାନା

କଟକ(ଓଡ଼ିଶା ରିପୋର୍ଟର) ନକଲି ଖାଦ୍ୟସାମଗ୍ରୀ କାରବାରର ପେଣ୍ଠସ୍ଥଳୀ ପାଲଟିଛି କଟକ। କିଛିଦିନ ତଳେ ନକଲି ଘିଅ ଓ ମହୁ ଜବତ ହେବା ପରେ ଆଜି ପୁଣି ଠାବ ହୋଇଛି ନକଲି ସସ୍ କାରଖାନା । ଜଗତପୁରରେ ଚାଲିଥିବା ଏକ ଡୁପ୍ଲିକେଟ୍ ଟମାଟୋ ଓ ଚିଲି ସସ୍ ଫ୍ୟା୍ରି ଉପରେ ରେଡ୍ କରି ପୋଲିସ୍ ବିପୁଳ ପରିମାଣର ନକଲି ସସ୍ ଓ ଏସବୁ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ଜଣକୁ ଗିରଫ କରିଛି । ସହରରେ […]

5ba

5ba

Tapas Behera
  • Published: Saturday, 26 September 2020
  • Updated: 26 September 2020, 08:11 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର) ନକଲି ଖାଦ୍ୟସାମଗ୍ରୀ କାରବାରର ପେଣ୍ଠସ୍ଥଳୀ ପାଲଟିଛି କଟକ। କିଛିଦିନ ତଳେ ନକଲି ଘିଅ ଓ ମହୁ ଜବତ ହେବା ପରେ ଆଜି ପୁଣି ଠାବ ହୋଇଛି ନକଲି ସସ୍ କାରଖାନା । ଜଗତପୁରରେ ଚାଲିଥିବା ଏକ ଡୁପ୍ଲିକେଟ୍ ଟମାଟୋ ଓ ଚିଲି ସସ୍ ଫ୍ୟା୍ରି ଉପରେ ରେଡ୍ କରି ପୋଲିସ୍ ବିପୁଳ ପରିମାଣର ନକଲି ସସ୍ ଓ ଏସବୁ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ଜଣକୁ ଗିରଫ କରିଛି । ସହରରେ ବାରମ୍ବାର ନକଲି ସାମଗ୍ରୀ ତିଆରି କାରଖାନା ଠାବ କରୁଛି ପୁଲିସ, ହେଲେ ଅସାଧୁ ବ୍ୟବସ୍ୟାୟୀ କିନ୍ତୁ ବେଧଡକ୍ ଭାବେ ନିଜ ସାମ୍ରାଜ୍ୟ ଚଳାଇଛନ୍ତି।

କଟକ ଜଗତପୁର ପୋଲିସ୍ ଜଗତପୁର ଆଇବି ରୋଡରେ ଥିବା ଲିଜାଶ୍ରୀ ମହାନ୍ତିଙ୍କ ଘରେ ଗତ କିଛି ମାସ ହେଲା ଚାଲିଥିଲା ଏହି ଫୁଡ୍ ପ୍ରୋସେସିଂ ୟୁନିଟ୍ । ଆଳୁ ଓ କଖାରୁ ସିଝାଇ ତିଆରି ହେଉଥିଲା ଟମାଟୋ ସସ୍ । ପୁଣି ଏଥିରେ ଲଙ୍କା ମିଶାଇ ପ୍ରସ୍ତୁତ ହେଉଥିଲା ଚିଲି ସସ୍ । ଆଖିକୁ ସୁନ୍ଦର ଓ ପାଟିକୁ ସୁଆଦିଆ ଲାଗିବା ପାଇଁ ସସରେ ମିଶାଯାଉଥିଲା ବିଭିନ୍ନ ପ୍ରକାର କେମିକାଲ୍ ।

କଟକରେ ଏଭଳି ନକଲି ସାମଗ୍ରୀ କାରବାର କିଛି ନୂଆ ନୁହେଁ । ୨୦୧୯ରେ ଟ୍ରକ୍ ଟର୍ମିନାଲ୍ ନିକଟରେ ଏବଂ ୨୦୧୮ରେ ଖାନନଗର ନୂଆ ସାହିରେ କାରଖାନା ଠାବ ହେବା ସହ ବିପୁଳ ପରିମାଣର ନକଲି ଖାଇବା ତେଲ ଜବତ ହୋଇଥିଲା। ସେହିବର୍ଷ ପ୍ରଫେସରପଡ଼ାରେ ଠାବ ହୋଇଥିଲା ନକଲି ଘିଅ କାରଖାନା। । ସେହିପରି ଚଳିତ ମାସ ୧୨ ତାରିଖରେ ରାଣୀହାଟ କେନାଲ ରୋଡ୍ ଅଞ୍ଚଳରେ ଠାବ ହୋଇଥିଲା ନକଲି ମହୁ କାରଖାନା ।

ତାସହିତ ଏଠାରୁ ନକଲି ଗୋଲାପ ଜଳ, ଅଗୁର ଏବଂ ଲକ୍ଷାଧିକ ଟଙ୍କାର ନକଲି ପୂଜା ସାମଗ୍ରୀ ବି ଜବତ ହୋଇଥିଲା । ପୁଣି ଗତ ୧୪ ତାରିଖରେ ଚୌଦ୍ୱାର ବେଉରା ସାହିରୁ ୧୪ଶହ କେଜିରୁ ଅଧିକ ନକିଲ ଘିଅ ଏବଂ ବିପୁଳ ପରିମାଣର ନକଲି ସସ୍ ଭର୍ତ୍ତି ବୋତଲ ଜବତ କରିଥିଲା ପୁଲିସ। କେବଳ ଖାଇବା ତେଲ କି ଘିଅ କିମ୍ବା ପୂଜା ସାମଗ୍ରୀ ନୁହେଁ । ଅତୀତରେ ନକଲି ଜର୍ଦ୍ଦାରୁ ଆରମ୍ଭ କରି ନକଲି କସ୍ମେଟିକ୍ସ ବି ଠାବ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story