ଏଥର କଟକରେ ୪ଦିନ ଦଶହରା ଭସାଣ

କଟକ:(ଓଡ଼ିଶା ରିପୋର୍ଟର): କଟକ ସହରରେ ଦୁର୍ଗା ପୂଜା ନେଇ ପ୍ରଶାସନ- କମିଟି ଆଲୋଚନା ହୋଇଛି। ପୋଲିସ କମିଶନରଙ୍କ ସହ ଶାନ୍ତି କମିଟି ଓ ପୂଜା କମିଟିର ଆଲୋଚନା ହୋଇଛି। ବୈଠକରେ ନିଷ୍ପତ୍ତି ନେଇ ପୂଜା କମିଟି ସଭାପତି ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି ଯେ କୋଭିଡ଼ ନିୟମ ମାନି ଓ ପରମ୍ପରାକୁ ସମ୍ମାନ ଦେଇ ହେବ ଏଥର ଦୁର୍ଗାପୂଜା ହେବ। ଦୁର୍ଗାପୂଜା ଓ ଭସାଣ ନେଇ କମିଟି ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି। ତେବେ ବିନା ଭକ୍ତରେ […]

durga

durga

Tapas Behera
  • Published: Friday, 28 August 2020
  • Updated: 28 August 2020, 10:42 PM IST

କଟକ:(ଓଡ଼ିଶା ରିପୋର୍ଟର): କଟକ ସହରରେ ଦୁର୍ଗା ପୂଜା ନେଇ ପ୍ରଶାସନ- କମିଟି ଆଲୋଚନା ହୋଇଛି। ପୋଲିସ କମିଶନରଙ୍କ ସହ ଶାନ୍ତି କମିଟି ଓ ପୂଜା କମିଟିର ଆଲୋଚନା ହୋଇଛି। ବୈଠକରେ ନିଷ୍ପତ୍ତି ନେଇ ପୂଜା କମିଟି ସଭାପତି ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି ଯେ କୋଭିଡ଼ ନିୟମ ମାନି ଓ ପରମ୍ପରାକୁ ସମ୍ମାନ ଦେଇ ହେବ ଏଥର ଦୁର୍ଗାପୂଜା ହେବ। ଦୁର୍ଗାପୂଜା ଓ ଭସାଣ ନେଇ କମିଟି ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି।

ତେବେ ବିନା ଭକ୍ତରେ ଦୁର୍ଗା ପୂଜା କରିବାକୁ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ହୋଇଛି। ମୃଣ୍ମୟୀ ମୂର୍ତ୍ତି ପୂଜା ହେବ, ପୂଜା ମଣ୍ଡପ ପରଦାରେ ଢଙ୍କାଯିବ। ଭସାଣ ଯାତ୍ରା ହେବନି, କେବଳ ମୂର୍ତ୍ତି ବିସର୍ଜନ କରାଯିବ ହେବ ବୋଲି ପ୍ରଭାତ କହିଛନ୍ତି।

ତେବେ ଗୋଟିଏ ଦିନ ପରିବର୍ତ୍ତେ ଏଥର ୪ଦିନ ଭସାଣ କରାଯିବ। ଭସାଣ ପାଇଁ ସହରର ବିଭିନ୍ନ ଜାଗାରେ କୃତ୍ରିମ ପୋଖରୀ ହେବ। ସିଏମସି କୃତ୍ରିମ ପୋଖରୀ କରାଯିବ। ସେହି ପୋଖରୀରେ ଭସାଣ ହେବ। ମୂର୍ତ୍ତି କେତେ ଉଚ୍ଚତାର କରାଯିବ ଏହା ପ୍ରଶାସନ ୩ ଦିନ ମଧ୍ୟରେ ଜଣାଇବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story