ଦୁର୍ଘଟଣାଗ୍ରସ୍ତ ବ୍ରଣ୍ଟୋସ୍କାଏ ଲିଫ୍ଟ ତିଆରି ଲାଗି ମୁମ୍ବାଇରୁ ଆସିବେ ଏକ୍ସପର୍ଟ ମେକାନିକ

ଭୁବନେଶ୍ୱର: ଅଗ୍ନିଶମ ବିଭାଗର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ୍ରଣ୍ଟୋସ୍କାଏ ଲିଫ୍ଟ ଠିକ ହୋଇପାରିବା ନେଇ ଆଶଙ୍କ। ସୃଷ୍ଟି ହୋଇଛି। ଓଲଟି ପଡିଥିବା ଏହି ବ୍ରଣ୍ଟୋସ୍କାଏକୁ ତିଆରି ପାଇଁ ମୁମ୍ୱାଇରୁ ଏକ୍ସପର୍ଟ ମେକାନିକ ଆସୁଛନ୍ତି। ସମ୍ପୂର୍ଣ୍ଣ ସେନସର ପ୍ରକ୍ରିୟାରେ ଚାଲୁଥିବା ଏହି ଗାଡିର ଦୁର୍ଘଟଣା ପରେ ସେନସର କାମ କରୁଛି ନା ନାହିଁ ତାହାର ଯାଞ୍ଚ କରିବ ଏହି ଏକ୍ସପର୍ଟ ଟିମ। ଗାଡି ପୂର୍ବଭଳି କାର୍ଯ୍ୟକ୍ଷମ ହେବା ନେଇ କର୍ତ୍ତୃପକ୍ଷ ଚିନ୍ତାରେ ଥିବାବେଳେ ଗାଡି ଓଲଟି ପଡିଥିବା ଘଟଣାର ଖୋଳତାଡ […]

bbsr

Rakesh Mallick
  • Published: Tuesday, 04 August 2015
  • , Updated: 04 August 2015, 02:48 PM IST

ଭୁବନେଶ୍ୱର: ଅଗ୍ନିଶମ ବିଭାଗର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ୍ରଣ୍ଟୋସ୍କାଏ ଲିଫ୍ଟ ଠିକ ହୋଇପାରିବା ନେଇ ଆଶଙ୍କ। ସୃଷ୍ଟି ହୋଇଛି। ଓଲଟି ପଡିଥିବା ଏହି ବ୍ରଣ୍ଟୋସ୍କାଏକୁ ତିଆରି ପାଇଁ ମୁମ୍ୱାଇରୁ ଏକ୍ସପର୍ଟ ମେକାନିକ ଆସୁଛନ୍ତି। ସମ୍ପୂର୍ଣ୍ଣ ସେନସର ପ୍ରକ୍ରିୟାରେ ଚାଲୁଥିବା ଏହି ଗାଡିର ଦୁର୍ଘଟଣା ପରେ ସେନସର କାମ କରୁଛି ନା ନାହିଁ ତାହାର ଯାଞ୍ଚ କରିବ ଏହି ଏକ୍ସପର୍ଟ ଟିମ। ଗାଡି ପୂର୍ବଭଳି କାର୍ଯ୍ୟକ୍ଷମ ହେବା ନେଇ କର୍ତ୍ତୃପକ୍ଷ ଚିନ୍ତାରେ ଥିବାବେଳେ ଗାଡି ଓଲଟି ପଡିଥିବା ଘଟଣାର ଖୋଳତାଡ ଜାରି ରଖିଛନ୍ତି ଅଗ୍ନିଶମ ବିଭାଗ ଉଚ୍ଚ ଅଧିକାରୀ ।

Related story