କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ଆଇନଜୀବୀଙ୍କ ପାଇଁ ଇ-ଫାଇଲିଂ ସେଣ୍ଟର ଶୁଭାରମ୍ଭ ହୋଇଛି। ଏହାଛଡ଼ା ହାଇକୋର୍ଟ ରେକର୍ଡ ରୁମ୍ର ଡିଜି ଟାଇସନ ଓ ହାଇକୋର୍ଟର ବେଞ୍ଚ ଗୁଡ଼ିକୁ ସମ୍ପୂର୍ଣ୍ଣ ପେପର୍ ଲେସ୍ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏ ସମସ୍ତ ବ୍ୟବସ୍ଥାକୁ ବିଚାରପତି ତଥା ସୁପ୍ରିକୋର୍ଟ ଇ-କମିଟି ଅଧ୍ୟକ୍ଷ ଡ. ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ ଭର୍ଚୁଆଲ୍ ମୋଡ୍ରେ ଲୋକାର୍ପିତ କରିଛନ୍ତି।
ଆଜି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ୍ ମୂରଲୀଧର, ଅନ୍ୟ ସମସ୍ତ ବିଚାରପତି, ଆଡଭୋକେଟ୍ ଜେନେରାଲ ଓ ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଉପସ୍ଥିତ ରହିଥିଲେ। ଇ -ଫାଇଲିଂ ବ୍ୟବସ୍ଥା ଦ୍ଵାରା ଆଇନଜୀବୀମାନେ ସୁରୁଖୁରରେ ସମସ୍ତ ଆବେଦନ କରିପାରିବେ ଓ ସମସ୍ତ ରେକର୍ଡ ସୁରକ୍ଷିତ ରଖାଯାଇପାରିବ। ଏହା ଦ୍ୱାରା ଓଡ଼ିଶା ହାଇକୋର୍ଟରେ କାଗଜର ବ୍ୟବହାର ଅନେକ ପରିମାଣ ରେ ହ୍ରାସ୍ ପାଇବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।