ଅପଗ୍ରେଡ୍ ହେବ ୫ଟି ବାଟାଲିଅନ୍‌; ପ୍ରଚଳିତ ହେବ ଇ-ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ୱାରା ରାଜ୍ୟର ୫ଟି ବାଟାଲିଅନ୍‌କୁ ଅପଗ୍ରେଡ୍ କରାଯିବ। ଇ-ବ୍ୟବସ୍ଥା ଭିତରେ ରହିବେ ରାଜ୍ୟର    ମାଲକାନଗିରି, ରାଉରକେଲା, କଟକ, ଢେଙ୍କାନାଳ ଏବଂ ଖୋର୍ଦ୍ଧା ବାଟାଲିଅନ୍‌।  ଏନେଇ ଆଜି ଭୁବନେଶ୍ୱର ପୁଲିସ୍‌ ଭବନରେ ଆୟୋଜିତ କମାଣ୍ଡାଣ୍ଟ ସମ୍ମିଳନୀରେ  ସୂଚନା ଦେଇଛନ୍ତି ପୁଲିସ୍‌ ମହାନିର୍ଦ୍ଦେଶକ ବି.କେ. ଶର୍ମା । ଏହାସହ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସବୁ ବାଟାଲିଅନ୍‌ରେ ଇ-ବ୍ୟବସ୍ଥା ପ୍ରଚଳିତ ହେବ ବୋଲି ସେ ସୂଚନା ଦେଇଛନ୍ତି।  ଏହି ଅବସରରେ ୪ […]

police-1

police-1

Niharika Rout
  • Published: Tuesday, 29 October 2019
  • Updated: 29 October 2019, 02:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ୱାରା ରାଜ୍ୟର ୫ଟି ବାଟାଲିଅନ୍‌କୁ ଅପଗ୍ରେଡ୍ କରାଯିବ। ଇ-ବ୍ୟବସ୍ଥା ଭିତରେ ରହିବେ ରାଜ୍ୟର    ମାଲକାନଗିରି, ରାଉରକେଲା, କଟକ, ଢେଙ୍କାନାଳ ଏବଂ ଖୋର୍ଦ୍ଧା ବାଟାଲିଅନ୍‌।  ଏନେଇ ଆଜି ଭୁବନେଶ୍ୱର ପୁଲିସ୍‌ ଭବନରେ ଆୟୋଜିତ କମାଣ୍ଡାଣ୍ଟ ସମ୍ମିଳନୀରେ  ସୂଚନା ଦେଇଛନ୍ତି ପୁଲିସ୍‌ ମହାନିର୍ଦ୍ଦେଶକ ବି.କେ. ଶର୍ମା ।

ଏହାସହ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସବୁ ବାଟାଲିଅନ୍‌ରେ ଇ-ବ୍ୟବସ୍ଥା ପ୍ରଚଳିତ ହେବ ବୋଲି ସେ ସୂଚନା ଦେଇଛନ୍ତି।  ଏହି ଅବସରରେ ୪ ପ୍ରକାର ବାଟାଲିଅନ୍‌ରେ ସ୍ୱତନ୍ତ୍ର ଲୋଗୋ ଉନ୍ମୋଚନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ବିକେ ଶର୍ମା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story