ଇ-ବଜାରରେ ମିଳିବ ଆଦିବାସୀଙ୍କ ହାତ ତିଆରି କଳାକୃତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଇଫେଡକୁ ସମୃଦ୍ଧ କରିବା ଲକ୍ଷ୍ୟରେ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ପକ୍ଷରୁ e.tribesindia.com ୱେବସାଇଟ୍‌ର ଉଦଘାଟନ ହୋଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏହି  ୱେବସାଇଟକୁ ଉଦଘାଟନ କରିଛନ୍ତି। ଏଥିସହ ଆମାଜନ, ଫ୍ଲିପକାର୍ଟ, ସ୍ନାପଡିଲ ଓ ଜିଇଏମ ଭଳି ଅନଲାଇନ ବିକ୍ରେତାମାନଙ୍କ ଦ୍ୱାରା ଆଦିବାସୀଙ୍କ ସାମଗ୍ରୀ ବିକ୍ରି ହେବ। ଏଥିରେ ପାଖାପାଖି ୩୦ହଜାରରୁ ଅଧିକ ଆଦିବାସୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।

amazon-12

Rakesh Mallick
  • Published: Wednesday, 28 March 2018
  • , Updated: 28 March 2018, 07:16 PM IST

Related story