ଜୁନ୍ ୧ରୁ ଇଷ୍ଟକୋଷ୍ଟ ପକ୍ଷରୁ ଗଡ଼ିବ ୧୨ ଯୋଡ଼ା ଟ୍ରେନ

ଭୁବନେଶ୍ୱର(ଓଡ଼ିଶଶ ରିପୋର୍ଟର): ଜୁନ୍ ୧ରୁ ଇଷ୍ଟକୋଷ୍ଟ ପକ୍ଷରୁ ୧୨ ଯୋଡ଼ା ଟ୍ରେନ ଚାଲିବ । ଇଷ୍ଟକୋଷ୍ଟ ପକ୍ଷରୁ ଟ୍ରେନ୍‌ଗୁଡ଼ିକର ନାଁ ପ୍ରକାଶ କରାଯାଇଛି । ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ, ଭୁବନେଶ୍ୱର-ହାୱଡା ଜନଶତାବ୍ଦୀ ଏକ୍ସପ୍ରେସ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ଏବଂ ପୁରୀ-ସିଆଲଦା ଦୁରନ୍ତ ଏକ୍ସପ୍ରେସ ଆସନ୍ତା ୧ ତାରିଖରୁ ଗଡ଼ିବ । ଏହାବ୍ୟତୀତ  ବିଶାଖାପାଟଣା-ନୂଆଦିଲ୍ଲୀ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ, ସିକନ୍ଦରାବାଦ-ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ, ହାୱ ଡ଼ା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ, ଧାନବାଦ-ଆଲେପି ଏକ୍ସପ୍ରେସ, ହାୱଡା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ ମଧ୍ୟ ଟ୍ରେନ୍ ଚାଲିବ […]

train-2--1

Niharika Rout
  • Published: Thursday, 21 May 2020
  • , Updated: 21 May 2020, 08:14 AM IST

ଭୁବନେଶ୍ୱର(ଓଡ଼ିଶଶ ରିପୋର୍ଟର): ଜୁନ୍ ୧ରୁ ଇଷ୍ଟକୋଷ୍ଟ ପକ୍ଷରୁ ୧୨ ଯୋଡ଼ା ଟ୍ରେନ ଚାଲିବ । ଇଷ୍ଟକୋଷ୍ଟ ପକ୍ଷରୁ ଟ୍ରେନ୍‌ଗୁଡ଼ିକର ନାଁ ପ୍ରକାଶ କରାଯାଇଛି । ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ, ଭୁବନେଶ୍ୱର-ହାୱଡା ଜନଶତାବ୍ଦୀ ଏକ୍ସପ୍ରେସ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ଏବଂ ପୁରୀ-ସିଆଲଦା ଦୁରନ୍ତ ଏକ୍ସପ୍ରେସ ଆସନ୍ତା ୧ ତାରିଖରୁ ଗଡ଼ିବ ।

ଏହାବ୍ୟତୀତ  ବିଶାଖାପାଟଣା-ନୂଆଦିଲ୍ଲୀ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ, ସିକନ୍ଦରାବାଦ-ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ, ହାୱ ଡ଼ା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ, ଧାନବାଦ-ଆଲେପି ଏକ୍ସପ୍ରେସ, ହାୱଡା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ ମଧ୍ୟ ଟ୍ରେନ୍ ଚାଲିବ । ସେହିପରି ହାୱଡା- ମୁମ୍ବାଇ, ହାୱଡା-ଅହମ୍ମଦାବାଦ ଓ ହାୱଡାରୁ ବଡ଼ବିଲ ଏକ୍ସପ୍ରେସ ଚାଲିବା ନେଇ ଇଷ୍ଟକୋଷ୍ଟ ରେଲଓ୍ୱ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Related story