ଓଡ଼ିଶାର କଶ୍ମୀରରେ ଆରମ୍ଭ ହେଲା ଇକୋ ରିଟ୍ରିଟ୍‌

ବାଲିଗୁଡ଼ା(ଅଜିତ ନାୟକ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରହିଛି ଅସମ୍ଭାର ପ୍ରାକୃତିକ ସୌନ୍ଦର୍ଯ୍ୟ। ସେଥିପାଇଁ ଏଠାରୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ଆଉ ପ୍ରକୃତିକୁ ଆତି ପାଖରୁ ଦେଖିଥାନ୍ତି। ଚଳିତବର୍ଷ ମହାମାରୀ କରୋନା ଯୋଗୁ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଥିଲା। ଦୀର୍ଘ ପ୍ରାୟ ୭ ମାସ ପରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ଦାରିଙ୍ଗବାଡ଼ିରେ ଆୟୋଜିତ ହେଉଛି ଇକୋ ରିଟ୍ରିଟ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡ଼ିଓ ବାର୍ତ୍ତା ଦେଇ ଇକୋ ରିଟ୍ରିଟ୍‌କୁ […]

eco

eco

Manoranjan Sial
  • Published: Wednesday, 09 December 2020
  • Updated: 09 December 2020, 05:22 PM IST

ବାଲିଗୁଡ଼ା(ଅଜିତ ନାୟକ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରହିଛି ଅସମ୍ଭାର ପ୍ରାକୃତିକ ସୌନ୍ଦର୍ଯ୍ୟ। ସେଥିପାଇଁ ଏଠାରୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ଆଉ ପ୍ରକୃତିକୁ ଆତି ପାଖରୁ ଦେଖିଥାନ୍ତି। ଚଳିତବର୍ଷ ମହାମାରୀ କରୋନା ଯୋଗୁ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଥିଲା। ଦୀର୍ଘ ପ୍ରାୟ ୭ ମାସ ପରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ଦାରିଙ୍ଗବାଡ଼ିରେ ଆୟୋଜିତ ହେଉଛି ଇକୋ ରିଟ୍ରିଟ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡ଼ିଓ ବାର୍ତ୍ତା ଦେଇ ଇକୋ ରିଟ୍ରିଟ୍‌କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏଥିରେ ଅନ୍ୟତମ ଅତିଥି ଭାବେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲାପାଳ ବୃନ୍ଦା ଡି ଓ ଏସ୍‌ପି ବିନୀତ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ।

ଦାରିଙ୍ଗବାଡ଼ିରେ ୩ ମାସ ଧରି ଚାଲିବାକୁ ଥିବା ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟକଙ୍କ ଲାଗି ୨୫ଟି ବିଳାସପୂର୍ଣ୍ଣ ତମ୍ବୁ ନିର୍ମାଣ କରାଯାଇଛି। ଯେଉଁଥିରେ ପର୍ଯ୍ୟଟକଙ୍କୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପରସା ଯିବା ସହ ମନୋରଞ୍ଜନ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଯାହା କି ଦାରିଙ୍ଗବାଡ଼ି ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଇକୋ ରିଟ୍ରିଟରେ ଭରପୁର ମଜା ଉଠାଇ ପାରିବେ। ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ ହେବା ଫଳରେ କନ୍ଧମାଳ ଜିଲ୍ଲା ପର୍ଯ୍ୟଟନ ବିକାଶରେ ସହାୟକ ହେବ ବୋଲି ଅତିଥିମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story