ବାଜ୍ୟାପ୍ତି ହେବ ନାଗ-ଚାନ୍ଦ ଦମ୍ପତିଙ୍କ ସମ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗର ସମ୍ପତ୍ତି ବାଜ୍ୟାପ୍ତି ହେବ। ଏଥିସହ ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱରର ସମ୍ପତ୍ତି ମଧ୍ୟ ବାଜ୍ୟାପ୍ତି ହେବ। ସେଥିପାଇଁ ତିନି ଜଣଙ୍କୁ ନୋଟିସ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଜବତ ହୋଇଥିବା ସମ୍ପତ୍ତି କାହିଁକି ବାଜ୍ୟାପ୍ତି ନହେବ ତାହା ଜଣାଇବାକୁ କାରଣ ଦର୍ଶାଅ ନୋଟିସରେ ଉଲ୍ଲେଖ କରିଛି ED। ତିନି ଜଣଙ୍କ ଆର୍ଥିକ କାରବାରର ଖୁଲାସା ପାଇଁ ସେମାନଙ୍କୁ ଏକାଧିକ ଥର ରିମାଣ୍ଡରେ ଆଣି ଇଡି ଜେରା […]

Archana Nag

Archana Nag

Manoranjan Sial
  • Published: Tuesday, 03 January 2023
  • Updated: 03 January 2023, 08:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗର ସମ୍ପତ୍ତି ବାଜ୍ୟାପ୍ତି ହେବ। ଏଥିସହ ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱରର ସମ୍ପତ୍ତି ମଧ୍ୟ ବାଜ୍ୟାପ୍ତି ହେବ। ସେଥିପାଇଁ ତିନି ଜଣଙ୍କୁ ନୋଟିସ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଜବତ ହୋଇଥିବା ସମ୍ପତ୍ତି କାହିଁକି ବାଜ୍ୟାପ୍ତି ନହେବ ତାହା ଜଣାଇବାକୁ କାରଣ ଦର୍ଶାଅ ନୋଟିସରେ ଉଲ୍ଲେଖ କରିଛି ED। ତିନି ଜଣଙ୍କ ଆର୍ଥିକ କାରବାରର ଖୁଲାସା ପାଇଁ ସେମାନଙ୍କୁ ଏକାଧିକ ଥର ରିମାଣ୍ଡରେ ଆଣି ଇଡି ଜେରା କରିସାରିଛି।

ଅନ୍ୟ ପକ୍ଷରେ ଆଜି ଅର୍ଚ୍ଚନା ନାଗ ଓ ଖଗେଶ୍ୱରକୁ ଜେଲରେ ଜେରା ପାଇଁ EDକୁ ଅନୁମତି ଦେଇଛନ୍ତି କୋର୍ଟ। ଆସନ୍ତାକାଲି ଅର୍ଚ୍ଚନାକୁ ଓ ୫ ତାରିଖରେ ଖଗେଶ୍ୱରକୁ ଜେରା କରାଯିବ। ଉଭୟଙ୍କଠାରୁ ମିଳିଥିବା ଡିଜିଟାଲ ଏଭିଡେନ୍ସ ବାବଦରେ ଜେରା କରାଯିବ ବୋଲି ସୂଚନା ମିଳିଛି।

ସେପଟେ ଆଜି ପୁଣି ଥରେ ଇଡିରେ ହାଜର ହୋଇଛନ୍ତି ସିନେ ପ୍ରଯୋଜକ ପ୍ରମୋଦ ସ୍ୱାଇଁଁ। ତୃତୀୟ ଥର ପାଇଁ ତାଙ୍କୁ ଜେରା ହୋଇଛି।

ଗତ କିଛି ଦିନ ହେଲା ରାଜ୍ୟରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛନ୍ତି ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ। କେତେବେଳେ ତାଙ୍କ ସେକ୍ସ ରାକେଟ୍‌ କାରବାର ତ ଆଉ କେତେକେଳେ ରାଜନେତାଙ୍କ ସହିତ ଥିବା ସମ୍ପର୍କକୁ ନେଇ। ତେବେ ଏହାରି ଭିତରେ ଇଡି ଅର୍ଚ୍ଚନା ଓ ବିଜନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଛି। ତେବେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇଥିଲା ଇଡି। ଉଭୟଙ୍କୁ ମୁହାଁମୁହିଁ ବସାଇ ଜେରା କରିଥିଲା। ହେଲେ ମିଡ଼ିଆ ସାମ୍ନାରେ ଫଁ ଦେଖାଉଥିବା ଅର୍ଚ୍ଚନା ଇଡି ଆଗରେ ମୁହଁ ଖୋଲିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story