ଆୟ ବହିର୍ଭୂତ ସଂପତ୍ତି ମାମଲା: ଭିଜିଲାନ୍ସ ହାତରୁ ମାମଲା ନେଲା ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ମାମଲାରେ ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ ପ୍ରସଙ୍ଗ। ତଦନ୍ତ ପାଇଁ ମାମଲାକୁ ଭିଜିଲାନ୍ସ ହାତରୁ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଜୟ ଦାସଙ୍କ ଅର୍ଥ ନେଣଦେଣ କାରବାରର ଖୋଳତାଡ଼ କରିବ ଇଡି। ଗତମାସ ୧୩ ତାରିଖରେ ଅଜୟଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ। ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ଅଜୟଙ୍କ ଘରୁ ୩ କୋଟିର ସଂପତ୍ତି ମିଳିଥିଲା।

gvb

gvb

Tapas Behera
  • Published: Wednesday, 23 September 2020
  • Updated: 23 September 2020, 05:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ମାମଲାରେ ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ ପ୍ରସଙ୍ଗ। ତଦନ୍ତ ପାଇଁ ମାମଲାକୁ ଭିଜିଲାନ୍ସ ହାତରୁ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଜୟ ଦାସଙ୍କ ଅର୍ଥ ନେଣଦେଣ କାରବାରର ଖୋଳତାଡ଼ କରିବ ଇଡି। ଗତମାସ ୧୩ ତାରିଖରେ ଅଜୟଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ। ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ଅଜୟଙ୍କ ଘରୁ ୩ କୋଟିର ସଂପତ୍ତି ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos