ଅର୍ଚ୍ଚନା ନାଗ ମାମଲା: ଆଜି ୧୩୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିବ ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ଇଡି। ଆଜି ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିବ ଇଡି । ମୁଖ୍ୟତଃ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯିବ । ଏହାବାଦ ଏହି ମାମଲାରେ ଜେରାର ସମ୍ମୁଖୀନ ସମସ୍ତଙ୍କର ଅଡିଓ, ଭିଡିଓ ରେକର୍ଡ ବି ଦାଖଲ କରାଯିବ ବୋଲି ସୂଚନା ମିଳିଛି । ଏହାପୂର୍ବରୁ […]

archana

archana

Niharika Rout
  • Published: Monday, 09 January 2023
  • Updated: 09 January 2023, 10:04 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ଇଡି। ଆଜି ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିବ ଇଡି । ମୁଖ୍ୟତଃ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯିବ ।

ଏହାବାଦ ଏହି ମାମଲାରେ ଜେରାର ସମ୍ମୁଖୀନ ସମସ୍ତଙ୍କର ଅଡିଓ, ଭିଡିଓ ରେକର୍ଡ ବି ଦାଖଲ କରାଯିବ ବୋଲି ସୂଚନା ମିଳିଛି । ଏହାପୂର୍ବରୁ ଅର୍ଚ୍ଚନା, ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀ ଖଗେଶ୍ୱରର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ତିନି ଜଣଙ୍କୁ ଇଡି ନୋଟିସ୍ କରିଛି । ଜବତ ହୋଇଥିବା ସମ୍ପତ୍ତି କାହିଁକି ବାଜ୍ୟାପ୍ତି ନହେବ ତାହା ଜଣାଇବାକୁ କାରଣ ଦର୍ଶାଅ ନୋଟିସ କରିଛି ED ।

ଏହି ତିନି ଜଣ ନିଜର ବିଶାଳ ସାମ୍ରାଜ୍ୟ ଛିଡ଼ା କରିପାରିଛନ୍ତି ।  ହେଲେ ସେମାନଙ୍କ ରୋଜଗାରର ମୁଖ୍ୟ ସ୍ରୋତର କ’ଣ ତଥା କେଉଁଠୁ ଆସୁଥିଲା ପୁଳା ପୁଳା ଟଙ୍କା ଏନେଇ ଦେଉପାରୁ ନାହାନ୍ତି ସଠିକ ତଥ୍ୟ । ଏହାର ଖୁଲାସା ପାଇଁ ସେମାନଙ୍କୁ ଏକାଧିକ ଥର ରିମାଣ୍ଡରେ ଆଣି ଜେରା କରିସାରିଛି ଇଡି ।

ଅର୍ଚ୍ଚନା ନାଗର ଆଲିସାନ ବଙ୍ଗଳା ଏବଂ ଇଣ୍ଟେରିଅର ବାବଦରେ କେତେ ଖର୍ଚ୍ଚ ହୋଇଛି, ତାର ମୂଲ୍ୟାଙ୍କନ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କିଛି ଦିନ ତଳେ ଇଡିର ଏକ ସ୍ୱତନ୍ତ୍ର ଟିମ୍ ଅର୍ଚ୍ଚନାଙ୍କ ଭୁବନେଶ୍ୱର ସତ୍ୟବିହାର ଘରକୁ ଯାଇ ମାପଚୁପ କରିଛି । ତେଣୁ ଖୁବ୍‌ଶୀଘ୍ର ଅର୍ଚ୍ଚନାଙ୍କ ସମେତ ଜଗବନ୍ଧୁ ଓ ଖଗେଶ୍ୱରଙ୍କ ସମ୍ପତ୍ତି ବି ଜବତ ହେବ ବୋଲି ଅନୁମାନ କରାଯାଉଛି। ତିନି ଜଣଙ୍କୁ ଇଡି ନୋଟିସ୍ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story