ଚାରି ବର୍ଷ ହେଲା ଇ-ଡେସପାଚ୍ ଅଚଳ, ଅନଲାଇନରେ ଯାଉନି ଚିଠି

କିଛି ବିଭାଗରେ ପ୍ରମୁଖ ସଚିବଙ୍କ ପାଖରୁ ତଳସ୍ତରକୁ ଯାଉନି ଚିଠି ଇ–ଶାସନ ପାଇଁ କେନ୍ଦ୍ର ଓ ରାଜ୍ୟର ମିଳିତ ପ୍ରୟାସ ଏକପ୍ରକାର ବିଫଳ ଆଇଟି ବିଭାଗ ପ୍ରମୁଖ ସଚିବ ୪ ବର୍ଷ ହେଲା ପଠାଇନାହାନ୍ତି ଗୋଟିଏ ଚିଠି ହେଲେ ଆଇଟି ସଚିବଙ୍କୁ ଠିକାରେ କରି ଦିଆଯାଉଛି ପ୍ରମୁଖ ସଚିବ! ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): ଇ-ଶାସନ ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୧୫ ବର୍ଷ ତଳେ ଉଦ୍ୟମ ଆରମ୍ଭ କରିଥିଲେ। ସଚିବାଳୟ, ଜିଲ୍ଲା ଓ ବ୍ଲକ୍ […]

IT service

IT service

Manoranjan Sial
  • Published: Tuesday, 17 January 2023
  • Updated: 17 January 2023, 06:05 PM IST

Sports

Latest News

  • କିଛି ବିଭାଗରେ ପ୍ରମୁଖ ସଚିବଙ୍କ ପାଖରୁ ତଳସ୍ତରକୁ ଯାଉନି ଚିଠି
  • -ଶାସନ ପାଇଁ କେନ୍ଦ୍ର ଓ ରାଜ୍ୟର ମିଳିତ ପ୍ରୟାସ ଏକପ୍ରକାର ବିଫଳ
  • ଆଇଟି ବିଭାଗ ପ୍ରମୁଖ ସଚିବ ୪ ବର୍ଷ ହେଲା ପଠାଇନାହାନ୍ତି ଗୋଟିଏ ଚିଠି
  • ହେଲେ ଆଇଟି ସଚିବଙ୍କୁ ଠିକାରେ କରି ଦିଆଯାଉଛି ପ୍ରମୁଖ ସଚିବ!

ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): ଇ-ଶାସନ ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୧୫ ବର୍ଷ ତଳେ ଉଦ୍ୟମ ଆରମ୍ଭ କରିଥିଲେ। ସଚିବାଳୟ, ଜିଲ୍ଲା ଓ ବ୍ଲକ୍ ସ୍ତରରେ ସମସ୍ତ ଅଫିସରେ ହାତରେ ଫାଇଲ୍‌ ନବା-ଆଣିବା ବନ୍ଦ କରିବା ଓ ସମସ୍ତ ବିଭାଗୀୟ ଚିଠିପତ୍ରକୁ ଅନଲାଇନରେ ପଠାଇବା ପାଇଁ ଆରମ୍ଭ ହୋଇଥିଲା ଅନଲାଇନ ବ୍ୟବସ୍ଥା- ଇ-ଡେସପାଚ୍। ଓଡ଼ିଶା ସଚିବାଳୟ କାର୍ଯ୍ୟପ୍ରବାହ ସ୍ୱୟଂଚଳନ ବ୍ୟବସ୍ଥା ‘OSWAS’ ଜରିଆରେ ସଚିବାଳୟର ଫାଇଲ୍ ଓ ଚିଠିପତ୍ର ଅନଲାଇନରେ ଯିବା ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସେମିତି ରାଜ୍ୟର ଜିଲ୍ଲା ଓ ବ୍ଲକସ୍ତରେ ଥିବା ଅଫିସ ଗୁଡ଼ିକୁ ରାଜ୍ୟବ୍ୟାପୀ ଅଂଚଳ ନେଟୱର୍କ ବା  ‘SWAN’ରେ ଯୋଡ଼ା ଯାଇଥିଲା।

ହେଲେ ଦେଖାଯାଉଛି, ଗତ ୪ ବର୍ଷ ହେଲା ଇ-ଡେସପାଚରେ ଅଧିକାଂଶ ବିଭାଗ ଆଉ ଚିଠି ପଠାଉ ନାହାନ୍ତି। ସାଧାରଣ ପ୍ରଶାସନ ବିଭାଗ, କୃଷି, ସୂଚନା ଓ ଲୋକସଂପର୍କ ବିଭାଗ ଭଳି କିଛି ବିଭାଗ ସହ ଇଲେକଟ୍ରୋନିକ୍ସ ଓ ଆଇଟି ଭଳି ବିଭାଗର ପ୍ରମୁଖ ସଚିବ ଆଉ କାହାକୁ ଚିଠି ପଠାଉନାହାନ୍ତି। କେବଳ ଯୋଜନା, ପୂର୍ତ୍ତ ଓ ସ୍ୱାସ୍ଥ୍ୟ ଭଳି କିଛି ବିଭାଗ ଠିକ୍‌ ଭାବେ ଚିଠି ପ୍ରେରଣ ଓ ଗ୍ରହଣ କରୁଛନ୍ତି। ସ୍ୱଚ୍ଛତା ପାଇଁ ପୂର୍ବରୁ ସାଧାରଣ ଲୋକେ ସବୁ ସରକାରୀ ଚିଠି ଦେଖିପାରୁଥିବା ବେଳେ ଏବେ ଆଉ କେହି ଦେଖିବାର ନାହିଁ।

ସାମ୍ବାଦିକ ହର ପ୍ରସାଦ ଦାସ କୁହନ୍ତି, ବହୁ ବର୍ଷ ହେଲା ଇ-ଡେସପାଚ୍ ଏକ ପ୍ରକାର ଅଚଳ ହୋଇଯାଇଛି। ଆଗରୁ ସାଧାରଣ ଲୋକେ ଓ ସାମ୍ବାଦିକମାନେ ମଧ୍ୟ ପ୍ରଶାସନର ଅନେକ ନିଷ୍ପତ୍ତି ସଂକ୍ରାନ୍ତ ତଥ୍ୟ ପାଉଥିଲେ। ହେଲେ ଏବେ ତାହା ମିଳୁନାହିଁ। ଆଇଟି ବିଭାଗ ଏହାର ଦାୟିତ୍ୱରେ ଥିବା ବେଳେ ଆଇଟି ବିଭାଗରେ ବି ଚିଠି ଡେସପାଚ୍ ହେଉନି।

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କୁହନ୍ତି, ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ଇ-ଡେସପାଚ୍ ଆରମ୍ଭ ହୋଇଥିଲା। ମାତ୍ର ଏବେ ଅଧିକାଂଶ ବିଭାଗ ଚିଠି ଅପଲୋଡ କରୁନାହାନ୍ତି। ତାହାଲେ ସରକାରୀ କିଭଳି ଲୋକାଭିମୁଖୀ ଓ ସ୍ୱଚ୍ଛ ଶାସନ ଦେଇପାରିବେ?

ରାଜ୍ୟରେ ଇ-ଶାସନ ପ୍ରଚଳନରେ ସୂଚନା ଓ ପ୍ରଯୁକ୍ତି ଅର୍ଥାତ୍ ଆଇଟି ବିଭାଗ ଓ ଏହାର ରାଜ୍ୟ ନୋଡାଲ ଏଜେନସି ତଥା ପ୍ରଯୁକ୍ତି ନିର୍ଦ୍ଦେଶାଳୟ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର-‘ଓକାକ୍’ର ପ୍ରମୁଖ ଭୂମିକା ରହିଛି। ସଚିବାଳୟର ଓସ୍ୱାସ ଓ ରାଜ୍ୟରେ ଚାଳୁଥିବା ‘ସ୍ୱାନ’ର ତଦାରଖ ଦାୟିତ୍ୱ ରହିଛି ଆଇଟି ବିଭାଗ ଓ ଓକାକ୍‌ ହାତରେ। ହେଲେ ଆଶ୍ଚର୍ଯ୍ୟର କଥା ଏହି ଦୁଇଟି ସଂସ୍ଥାର ଶୀର୍ଷ ଅଧିକାରୀ ଗତ ୪ ବର୍ଷରେ ଗୋଟିଏ ବି ଚିଠି ପଠାଇନାହାନ୍ତି। ଅନ୍ୟପଟରେ ପୂର୍ବରୁ ତିନି ବର୍ଷ ଧରି ଆଇଟି ବିଭାଗର ସଚିବ ଥିବା ମନୋଜ ମିଶ୍ରଙ୍କୁ ରାଜ୍ୟ ସରକାର ନିକଟରେ ଠିକାରେ ପ୍ରମୁଖ ସଚିବ ପଦକୁ ପଦୋନ୍ନତି ଦେଇଛନ୍ତି। ୫ଟି- ଶାସନରେ ଟେକନୋଲୋଜି ଓ ଟ୍ରାନସପରେନସି କେବଳ ପ୍ରଚାର ସର୍ବସ୍ୱ ହୋଇଯାଇଛି।

ଏ ନେଇ ଆମେ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳିପାରିନାହିଁ।

https://www.youtube.com/watch?v=s41VeYL4nWI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story