ଓଡ଼ିଶା ବଜାରରେ ଇଜିପ୍ଟ ପିଆଜ, ଗୋଟା ଅଧ କେଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ଆସିଛି ଇଜିପ୍ଟ ପିଆଜ। ସାରା ଦେଶରେ ଏବେ ପିଆଜ ଦର ଅହେତୁକ ବଢ଼ିବା ପରେ ଇଜିପ୍ଟରୁ ପିଆଜକୁ ଆମଦାନୀ କରାଯାଇଛି। ରାଜ୍ୟର ଚାହିଦା ମେଣ୍ଟାଇବା ପାଇଁ ଏହି ପିଆଜକୁ ଅଣାଯାଇଛି। ଏହି ପିଆଜର ଓଜନ ଗୋଟା ଅଧ କେଜିରୁ ଅଧିକ ରହୁଛି। ଗତକାଲି ୩୨ ଟନ୍ ଇଜିପ୍ଟ ପିଆଜ ଭୁବନେଶ୍ୱରରେ ପହଞ୍ଚିଛି।  ଦେଶୀ ପିଆଜଠୁ ଏହାର ଆକାର ଓ ରଙ୍ଗ ଟିକିଏ ଭିନ୍ନ ରହିଛି। ଏନେଇ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପଦକ ସୁଧାକର […]

onion

onion

Jyoshna Pradhan
  • Published: Tuesday, 24 December 2019
  • Updated: 24 December 2019, 03:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ଆସିଛି ଇଜିପ୍ଟ ପିଆଜ। ସାରା ଦେଶରେ ଏବେ ପିଆଜ ଦର ଅହେତୁକ ବଢ଼ିବା ପରେ ଇଜିପ୍ଟରୁ ପିଆଜକୁ ଆମଦାନୀ କରାଯାଇଛି। ରାଜ୍ୟର ଚାହିଦା ମେଣ୍ଟାଇବା ପାଇଁ ଏହି ପିଆଜକୁ ଅଣାଯାଇଛି। ଏହି ପିଆଜର ଓଜନ ଗୋଟା ଅଧ କେଜିରୁ ଅଧିକ ରହୁଛି।

ଗତକାଲି ୩୨ ଟନ୍ ଇଜିପ୍ଟ ପିଆଜ ଭୁବନେଶ୍ୱରରେ ପହଞ୍ଚିଛି।  ଦେଶୀ ପିଆଜଠୁ ଏହାର ଆକାର ଓ ରଙ୍ଗ ଟିକିଏ ଭିନ୍ନ ରହିଛି।

ଏନେଇ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପଦକ ସୁଧାକର ପଣ୍ଡା କହିଛନ୍ତି, “ଏହି ପିଆଜ ଆସିବାରେ ବହୁତ ବିଳମ୍ୱ ହୋଇଗଲା। ଏହି ପିଆଜ ସେପ୍ଟେମ୍ୱର ମାସରୁ ଆସିବାର ଥିଲା। ଏବେ ନୂଆ ପିଆଜ ନାସିକ୍‌ରୁ ଆସିବାରେ ଲାଗିଛି। ତା’ ସହିତ କର୍ଣ୍ଣଡ, ବେଙ୍ଗାଲୁରରୁ ମଧ୍ୟ ପିଆଜ ଆସିଯିବ। ମୁଁ ଆଶା ରଖୁଛି ନୂଆବର୍ଷ ବେଳକୁ  ପିଆଜ କିଲୋ ୩୦ରୁ ୪୦ ଟଙ୍କାରେ ବଜାରରେ ଉପଲବ୍ଧ ହୋଇ ପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story