ମହିଳାଙ୍କ ହାତ, ଗୋଡ଼ ଓ ମୁଣ୍ଡ ମିଳିଲା; ଶରୀର ଗଲା କୁଆଡେ?

ଉଦଳା(ମାନସ ପାଣି): ସପ୍ତାହେ ଧରି ନିଖୋଜ ଥିଲେ। ଖୋଜାଖୋଜି ପରେ ମଧ୍ୟ ପତ୍ତା ମିଳୁନଥିଲା। ଆଜି ମିଳିଛି ମହିଳାଙ୍କ ଦୁଇ ହାତ, ଗୋଡ଼ ଓ ମୁଣ୍ଡ। ହେଲେ ମହିଳାଙ୍କ ଶରୀରର ପତ୍ତା ମିଳିନି। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ। ଗୁଣ୍ଡରୀସାହି ଗ୍ରାମର ମୋଖି ସିଂ ନିଖୋଜ ନେଇ ତାଙ୍କ ପୁଅ ଗତ ୧୬ ତାରିଖରେ ଶରତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ […]

Baripada

Baripada

Manoranjan Sial
  • Published: Tuesday, 23 August 2022
  • Updated: 23 August 2022, 10:24 PM IST

ଉଦଳା(ମାନସ ପାଣି): ସପ୍ତାହେ ଧରି ନିଖୋଜ ଥିଲେ। ଖୋଜାଖୋଜି ପରେ ମଧ୍ୟ ପତ୍ତା ମିଳୁନଥିଲା। ଆଜି ମିଳିଛି ମହିଳାଙ୍କ ଦୁଇ ହାତ, ଗୋଡ଼ ଓ ମୁଣ୍ଡ। ହେଲେ ମହିଳାଙ୍କ ଶରୀରର ପତ୍ତା ମିଳିନି। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ।

ଗୁଣ୍ଡରୀସାହି ଗ୍ରାମର ମୋଖି ସିଂ ନିଖୋଜ ନେଇ ତାଙ୍କ ପୁଅ ଗତ ୧୬ ତାରିଖରେ ଶରତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ମୋଖିଙ୍କ ପତ୍ତା ପାଇନଥିଲା। ତେବେ ଆଜି ସ୍ଥାନୀୟ ଦୋ.ମୁହାଣୀ ନାଳ ନିକଟରେ ଏକ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଶରତ ଥାନାକୁ ଖବର ଦେଇଥିଲେ।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରିଥିଲା। ମୃତଦେହର କେବଳ ଦୁଇ ହାତ, ଗୋଡ଼ ଓ ମୁଣ୍ଡ ମିଳିଥିଲା। ତେବେ ଶରୀର ମିଳିନଥିଲା। ମୃତଦେହ ଚିହ୍ନିବା ପାଇଁ ମୋଖି ସିଂଙ୍କ ପରିବାର ଲୋକଙ୍କୁ ଡାକିଥିଲା ପୁଲିସ୍‌। ପରିବାର ଚିହ୍ନିବା ପରେ ପୁଲିସ୍‌ ମୋଖିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ମୋଖିଙ୍କୁ କେହି ଅତି ବୀଭତ୍ସ ଭାବେ ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ତାଙ୍କୁ କିଏ ଓ କାହିଁକି ଏମିତି ଅତି ନିର୍ଦ୍ଦୟ ଭାବେ ହତ୍ୟା କରି ଫିଙ୍ଗି ଦେଲା? ତାଙ୍କର କାହା ସହିତ ଶତ୍ରୁତା ଥିଲା କି? ପୁଲିସ ଏବେ ଏମିତି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story