ନିର୍ବାଚନୀ ଲଲିପପ୍ : ତିର୍ତ୍ତୋଲରେ ବ୍ରିଜ୍ ଓ ବାଲେଶ୍ୱରରେ ଆଦର୍ଶ ବସ୍ତି କଲୋନୀର ଶିଳାନ୍ୟାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପନିର୍ବାଚନକୁ ଦୃଷ୍ଟିରେ ରଖି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୨ଟି ବୃହତ ସେତୁର ଶିଳାନ୍ୟାସ ଓ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଆଦର୍ଶ ବସ୍ତି କଲୋନୀର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଛନ୍ତି। କରୋନା ମହାମାରୀବେଳେ ରାଜ୍ୟ ସରକାରଙ୍କ ଏଭଳି ଶିଳାନ୍ୟାସ କାର୍ଯ୍ୟକ୍ରମକୁ ବିରୋଧୀ ଦଳ ‘ନିର୍ବାଚନୀ ଲଲିପପ୍‌’ ବୋଲି କହିଛି। ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ଶିଳାନ୍ୟାସ ଓ ଘୋଷଣା କଥା ମନେପଡ଼େ ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ […]

naveen

naveen

Tapas Behera
  • Published: Monday, 28 September 2020
  • Updated: 28 September 2020, 09:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପନିର୍ବାଚନକୁ ଦୃଷ୍ଟିରେ ରଖି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୨ଟି ବୃହତ ସେତୁର ଶିଳାନ୍ୟାସ ଓ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଆଦର୍ଶ ବସ୍ତି କଲୋନୀର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଛନ୍ତି। କରୋନା ମହାମାରୀବେଳେ ରାଜ୍ୟ ସରକାରଙ୍କ ଏଭଳି ଶିଳାନ୍ୟାସ କାର୍ଯ୍ୟକ୍ରମକୁ ବିରୋଧୀ ଦଳ ‘ନିର୍ବାଚନୀ ଲଲିପପ୍‌’ ବୋଲି କହିଛି। ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ଶିଳାନ୍ୟାସ ଓ ଘୋଷଣା କଥା ମନେପଡ଼େ ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭର୍ଚୁଆଲ ମୋଡରେ ମହାନଦୀରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ତିର୍ତ୍ତୋଲ-ପୋଶଳ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬କୋଟି ଟଙ୍କାର ବ୍ରିଜ୍ ଏବଂ ଜଇପୁର-କଟିକଟା ମଧ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା ୮୨.୫୫କୋଟି ଟଙ୍କାର ବ୍ରିଜର ଶିଳାନ୍ୟାସ କରିଛନ୍ତି। ଏହି ଦୁଇଟି ବ୍ରିଜ୍ କାର୍ଯ୍ୟକ୍ଷମ ହେଲେ ତିର୍ତ୍ତୋଲ ସମେତ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୨୮ଟି ପଂଚାୟତର ପ୍ରାୟ ଦେଢ଼ଲକ୍ଷ ଲୋକ ଉପକୃତ ହେବେ। ତିର୍ତ୍ତୋଲ,କୁଜଙ୍ଗ,ମାହାଙ୍ଗା, ରଘୁନାଥପୁର ଓ ଗରଦପୁର ମଧ୍ୟରେ ଯୋଗାଯୋଗର ନୂଆ ଯୁଗ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ବାଲେଶ୍ୱରରୁ ବସ୍ତି ଉନ୍ନୀତିକରଣ ଯୋଜନାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରି ଆଗାମୀ ୩ବର୍ଷ ମଧ୍ୟରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି କହିଛନ୍ତି। ଆଜି ଏକ ଲକ୍ଷରୁ ଅଧିକ ଭୂମି ଅଧିକାର ପ୍ରମାଣପତ୍ର ଆବଣ୍ଟନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଛନ୍ତି। ବାଲେଶ୍ୱରର ୪୧ଟି ବସ୍ତିର ୨୦୪୫ଜଣଙ୍କୁ ଓ ସାରା ରାଜ୍ୟର ୧.୦୫ଲକ୍ଷ ଜମି ଅଧିକାର ସାର୍ଟିଫିକେଟ ଆବଣ୍ଟନ କାର୍ଯ୍ରକ୍ରମର ଶୁଭାରମ୍ଭ କରିଥିଲେ। ପୂର୍ବରୁ ୧୦୧ଟି ପୌରାଂଚଳର ୧୭୧୮ଟି ବସ୍ତିର ୬୦ହଜାର ଲୋକଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦିଆଯାଇଥିବାବେଳେ ଆସନ୍ତା ୩ମାସ ମଧ୍ୟରେ ଆଉ ୧.୦୫ଲକ୍ଷ ଲୋକଙ୍କୁ ଏହି ଅଧିକାର ପ୍ରମାଣପତ୍ର ଦିଆଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୧୬ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ‘ପରିଚୟ’ର ଲୋକାର୍ପଣ କରିଥିଲେ ଓ ଏବେ ଆଉ ୪୦୦ଟି ପରିଚୟ ବହମୁଖୀ ଗୋଷ୍ଠୀକେନ୍ଦ୍ର ନିର୍ମାଣାଧୀନ ଅବସ୍ଥାରେ ରହିଛି।
ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ଦୁଇଟି କାର୍ଯ୍ୟକ୍ରମର ଶିଳାନ୍ୟାସକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।
ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ, ନିର୍ବାଚନ ଆସିଲେ ଭୋଟ ହାତେଇବାକୁ ମୁଖ୍ୟମନ୍ତ୍ରୀ ଏଭଳି ଶିଳାନ୍ୟାସ କରିଥାନ୍ତି। ଯେଉଁ ଜିଲ୍ଲାରେ ଏଭଳି ପ୍ରକଳ୍ପଗୁଡ଼ିକର ଆବଶ୍ୟକତା ରହିଛି କାହିଁ ସେସବୁ ସ୍ଥାନରେ ତ ପ୍ରକଳ୍ପ ହେଉନି ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ନିର୍ବାଚନ ଜିତିବା ପାଇଁ ଏସବୁ ଘୋଷଣା ହେଉଛି ବୋଲି ସେ କହିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି ଯେ, ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଦୁଇଥର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନାହାନ୍ତି। ଏବେ ଉପନିର୍ବାଚନ ଥିବାରୁ ଏଭଳି ଭେଳିକି। ବାରମ୍ବାର ଲୋକଙ୍କୁ ପ୍ରତାରଣା କରୁଛନ୍ତି। ଲୋକେ ଏହାର ଉଚିତ୍ ଦେବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story