ରାଜଧାନୀରେ ଗଡ଼ିଲା ମୋ’ ଇ-ବସ୍‌, ୩ ଦିନ ମାଗଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଗଡ଼ିଲା ୧୦ଟି ମୋ’ ଇ-ବସ୍‌ ଓ ୫୦ଟି ଇ-ଅଟୋ। ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟ୍‌ରେ ୧୦ଟି ମୋ’ ଇ-ବସ୍‌ ଚାଲିବ। ଇ-ବସ୍‌ରେ ଗାଇଡ୍‌ ଭାବେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବ। ସେହିପରି ବିଭିନ୍ନ ରୁଟ୍‌ରେ ୫୦ଟି ଇ-ଅଟୋ ରିକ୍ସା ମଧ୍ୟ ବୁଲିବ। ଇ-ଅଟୋ ଚଳାଇବା ପାଇଁ କେବଳ ମହିଳା ଓ କିନ୍ନରଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଥମ ଥର ପାଇଁ ଆପଣଙ୍କ ସହରରେ ପ୍ରଦୂଷଣମୁକ୍ତ ମୋ ଇ-ରାଇଡ୍ ଏବଂ ଇ-ବସ୍ ୨୯ଜୁଲାଇ, ୨୦୨୨ରୁ […]

Mo-Bus

Mo-Bus

Manoranjan Sial
  • Published: Friday, 29 July 2022
  • Updated: 29 July 2022, 10:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଗଡ଼ିଲା ୧୦ଟି ମୋ’ ଇ-ବସ୍‌ ଓ ୫୦ଟି ଇ-ଅଟୋ। ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟ୍‌ରେ ୧୦ଟି ମୋ’ ଇ-ବସ୍‌ ଚାଲିବ। ଇ-ବସ୍‌ରେ ଗାଇଡ୍‌ ଭାବେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବ। ସେହିପରି ବିଭିନ୍ନ ରୁଟ୍‌ରେ ୫୦ଟି ଇ-ଅଟୋ ରିକ୍ସା ମଧ୍ୟ ବୁଲିବ। ଇ-ଅଟୋ ଚଳାଇବା ପାଇଁ କେବଳ ମହିଳା ଓ କିନ୍ନରଙ୍କୁ ନିଯୁକ୍ତି ଦିଆଯାଇଛି।

https://twitter.com/CRUT_BBSR/status/1552922415667093504?s=20&t=WjiQJcgnijPAG8Nmsj_5Tw

ଆଜିଠାରୁ ୩୧ ତାରିଖ ଯାଏଁ ଇ-ବସ୍‌ରେ ଯାତ୍ରୀଙ୍କୁ ମାଗଣା ସେବା ମିଳିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ବସ ଗୁଡ଼ିକ ୯, ୧୧, ୧୨ ଓ ୨୩ ନମ୍ବର ରୁଟ୍‌ରେ ଚାଲିବ। ପରବର୍ତ୍ତୀ ସମୟରେ ଅନ୍ୟ ରୁଟ୍‌ ଗଡ଼ ବୋଲି ଜଣାପଡ଼ିଛି। ଏହି ଉଦଘାଟନୀ ଉତ୍ସବରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ମୁଖ୍ୟ ସଚିବ ସୁରେଶ ମହାପାତ୍ର, ବିଭାଗୀୟ ସଚିବ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଏବେ କ୍ରୁଟ୍ ପକ୍ଷରୁ ମୋଟ ୨୫୫ଟି ଡିଜେଲ ବସ୍ ଚଳପ୍ରଚଳ କରୁଛି ।

https://twitter.com/CRUT_BBSR/status/1553014429176201221?s=20&t=WjiQJcgnijPAG8Nmsj_5Tw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story