ଘରକୁ ଫେରୁଥିଲେ ୨ ଛୁଆ, କଚାଡ଼ି ଦେଲା ହାତୀ

କୋଇଡ଼ା(ସୁନୀଲ ପଣ୍ଡା): ହାତୀ ହାବୁଡ଼ରେ ପଡ଼ିଗଲେ ମା’ ଓ ୨ ଛୁଅ। ପ୍ରାଣ ବିକଳରେ ଦୌଡ଼ି ମା’ ନିଜ ଜୀବନ ବଞ୍ଚାଇ ଦେଇଥିବା ବେଳେ ୨ ଶିଶୁଙ୍କୁ କଚାଡ଼ି ଦେଲା ହାତୀ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଅଭାବନୀୟ ଘଟଣା ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନାଞ୍ଚଳର ବଡ଼ଇନ୍ଦୁପୁର ଗ୍ରାମରେ ଘଟିଛି। ସୂଚନା ମୁତାବକ, କିଛି ଦିନ ହେବ ବଡ଼ଇନ୍ଦୁପୁର ଗ୍ରାମର କାର୍ମୁ ମୁଣ୍ଡାଙ୍କ ପତ୍ନୀ ଏବଂ ତିନି ଶିଶୁ ହାତୀ […]

hati

hati

Niharika Rout
  • Published: Friday, 15 July 2022
  • Updated: 15 July 2022, 01:00 PM IST

Sports

Latest News

କୋଇଡ଼ା(ସୁନୀଲ ପଣ୍ଡା): ହାତୀ ହାବୁଡ଼ରେ ପଡ଼ିଗଲେ ମା’ ଓ ୨ ଛୁଅ। ପ୍ରାଣ ବିକଳରେ ଦୌଡ଼ି ମା’ ନିଜ ଜୀବନ ବଞ୍ଚାଇ ଦେଇଥିବା ବେଳେ ୨ ଶିଶୁଙ୍କୁ କଚାଡ଼ି ଦେଲା ହାତୀ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଅଭାବନୀୟ ଘଟଣା ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନାଞ୍ଚଳର ବଡ଼ଇନ୍ଦୁପୁର ଗ୍ରାମରେ ଘଟିଛି।

ସୂଚନା ମୁତାବକ, କିଛି ଦିନ ହେବ ବଡ଼ଇନ୍ଦୁପୁର ଗ୍ରାମର କାର୍ମୁ ମୁଣ୍ଡାଙ୍କ ପତ୍ନୀ ଏବଂ ତିନି ଶିଶୁ ହାତୀ ଭୟରେ ଗ୍ରାମର ଅନ୍ୟଜଣଙ୍କ ଘରକୁ ରାତିରେ ଶୋଇବାକୁ ଚାଲି ଯାଉଛନ୍ତି।  ସକାଳ ହେଲେ ସେମାନେ ନିଜ ଘରକୁ ଫେରିଥାନ୍ତି।  ଆଜି ସକାଳେ ସେମାନେ ଜଙ୍ଗଲ ବାଟ ଦେଇ ନିଜ ଘରକୁ ଫେରୁଥିବା ବେଳେ ହାତୀ ସେମାନଙ୍କ ସାମ୍ନାକୁ ଆସି ଯାଇଥିଲା। ଏହାଦେଖି ମା’ ଛୁଆ ପ୍ରାଣ ବିକଳେ ଦୌଡିବାକୁ ଲାଗିଲେ।

[caption id="attachment_749253" align="aligncenter" width="650"]child ହାତୀ ଆକ୍ରମଣରେ ଗୁରୁତର ଶିଶୁଦ୍ୱୟ ।[/caption]

ଦୌଡ଼ିବା ବେଳେ ଦୁଇ ଶିଶୁ ତଳେ ପଡିଯିବାରୁ ହାତୀ ଶୁଣ୍ଡରେ ସେମାନଙ୍କୁ ଟେକି କଚାଡି ଦେଇଥିଲା । ଫଳରେ ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟଜଣେ ଶିଶୁର ହାତ ଭାଙ୍ଗି ଯାଇଛି। ତୁରନ୍ତ ଦୁଇ ଶିଶୁକୁ କୋଇଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

କୋଇଡା ବନାଞ୍ଚଳରେ ହାତୀ ଉତ୍ପାତ ଥମିବାର ନାଁ ଧରୁନି । ଦୁଇ ସପ୍ତାହରେ ଗୋଠଛଡ଼ା ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳୁ ଘଟିଛି ଏପରି ଘଟଣା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story