ହାତୀ ଭାଙ୍ଗି ଦେଉଛନ୍ତି ଘର, ବନ ବିଭାଗ ନୀରବଦ୍ରଷ୍ଟା

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ରେଞ୍ଜର ମାଲଦା ପଞ୍ଚାୟତର ମୁଟୁକୁଦର ଗାଁରେ ହାତୀପଲଙ୍କ ଉତ୍ପାତ ଅତିଷ୍ଠ କରିଥିବା ବେଳେ ବନ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୁଟୁକୁଦର ଗାଁରେ ଦୁଇ ଦିନ ତଳେ ୧୨ ଟିକିଆ ହାତୀ ପଲ ପାଞ୍ଚଟି ପରିବାରର ଘର ଭାଙ୍ଗି ଛାରଖାର କରିଥିବା ବେଳେ ଗତକାଲି ରାତିରେ ପୁଣି ଆଉ ୭ଟି ଘର ଭାଙ୍ଗି ଚୂରମାର କରି ଦେଇଛନ୍ତି। ହାତୀପଲ ଗାଁର ବୁଧୁରାମ ମୁଣ୍ଡା, ସୁକୁମରା ମୁଣ୍ଡା, […]

Elephant1

Elephant1

Jitendra Garnayak
  • Published: Saturday, 10 July 2021
  • Updated: 10 July 2021, 10:26 AM IST

Sports

Latest News

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ରେଞ୍ଜର ମାଲଦା ପଞ୍ଚାୟତର ମୁଟୁକୁଦର ଗାଁରେ ହାତୀପଲଙ୍କ ଉତ୍ପାତ ଅତିଷ୍ଠ କରିଥିବା ବେଳେ ବନ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ମୁଟୁକୁଦର ଗାଁରେ ଦୁଇ ଦିନ ତଳେ ୧୨ ଟିକିଆ ହାତୀ ପଲ ପାଞ୍ଚଟି ପରିବାରର ଘର ଭାଙ୍ଗି ଛାରଖାର କରିଥିବା ବେଳେ ଗତକାଲି ରାତିରେ ପୁଣି ଆଉ ୭ଟି ଘର ଭାଙ୍ଗି ଚୂରମାର କରି ଦେଇଛନ୍ତି।

[caption id="attachment_657708" align="aligncenter" width="650"] ମୁଟୁକୁଦର ଗାଁରେ ହାତୀପଲଙ୍କ ଉତ୍ପାତ, ଭାଙ୍ଗି ଦେଇଛନ୍ତି ଘର[/caption]

ହାତୀପଲ ଗାଁର ବୁଧୁରାମ ମୁଣ୍ଡା, ସୁକୁମରା ମୁଣ୍ଡା, ଶ୍ରୀରାମ ମୁଣ୍ଡା, ମଙ୍ଗଳ ମୁଣ୍ଡା, ସହ ରୟା ଓ ପାରାଉ ମୁଣ୍ଡାଙ୍କ ଘରକୁ ଭାଙ୍ଗି ଛାରଖାର କରିଥିବା ବେଳେ ଘରେ ଥିବା ଚାଉଳ ଓ ଧାନ ଖାଇ ଦେଇଛନ୍ତି।

[caption id="attachment_657709" align="aligncenter" width="650"] ହାତୀ ଭାଙ୍ଗି ଦେଇଛନ୍ତି ଘର[/caption]

ବାରମ୍ବାର ଗାଁକୁ ହାତୀ ପଲ ଆସି କେତେବେଳେ ଘର ଭାଙ୍ଗି ଧାନଚାଉଳ ଖାଇ ଯାଉଛନ୍ତି ତ କେତେବେଳେ କ୍ଷେତରେ ପନିପରିବା ନଷ୍ଟ କରି ଦେଉଥିବା ଗ୍ରାମବାସୀ କହିଛନ୍ତି। ଏହା ସହିତ ହାତୀମାନଙ୍କୁ ଘଉଡ଼ାଇବାକୁ ବନ ବିଭାଗ ଠୋସ୍ ପଦକ୍ଷେପ ନେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିପାଇଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

[caption id="attachment_657713" align="aligncenter" width="650"]Broken House ମୁଟୁକୁଦର ଗାଁରେ ହାତୀ ଭାଙ୍ଗିଛନ୍ତି ଘର[/caption]

ଅନ୍ୟପକ୍ଷରେ ବନ ବିଭାଗ କହୁଛି ସରକାରୀ ନିୟମ ଅନୁସାରେ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story