ପ୍ରସବ ବେଦନାରେ ଛଟପଟ ହେଉଛି ହାତୀ, ଜଗିଛି ବନ ବିଭାଗ

କେନ୍ଦୁଝର (ପ୍ରଣୟ କୁମାର ପାଣି): ଏକ ସଙ୍ଗେ ତିନି ହାତୀ ଗର୍ଭବତୀ ହୋଇଥିଲେ। ସେଥିରୁ ଦୁଇଟି ହାତୀ ପିଲା ଜନ୍ମ କରିଥିବା ବେଳେ ଆଉ ଏକ ହାତୀ ଏବେ ପ୍ରସବ ଯନ୍ତ୍ରଣା ପାଉଛି। ଗର୍ଭ ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ହାତୀଟି ଘୂରି ବୁଲୁଛି। ତାକୁ ତା’ ସାଥୀମାନେ ଜଗି ରହିଛନ୍ତି। ଏପରି ଦୃଶ୍ୟ କେନ୍ଦୁଝର ବନଖଣ୍ଡରେ ଦେଖିବାକୁ ମିଳିଛି। ଚମ୍ପୁଆ ବନାଞ୍ଚଳ ଜାମୁଦଲକ ଜଙ୍ଗଲରେ ୨୫ ଟିକିଆ ହାତୀପଲ ରହିଛନ୍ତି। ସେଥିରୁ ତିନିଟି ହାତୀ ଗର୍ଭବତୀ ହୋଇଥିଲେ। […]

Elephant

Elephant

Manoranjan Sial
  • Published: Thursday, 23 September 2021
  • Updated: 23 September 2021, 10:28 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି): ଏକ ସଙ୍ଗେ ତିନି ହାତୀ ଗର୍ଭବତୀ ହୋଇଥିଲେ। ସେଥିରୁ ଦୁଇଟି ହାତୀ ପିଲା ଜନ୍ମ କରିଥିବା ବେଳେ ଆଉ ଏକ ହାତୀ ଏବେ ପ୍ରସବ ଯନ୍ତ୍ରଣା ପାଉଛି। ଗର୍ଭ ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ହାତୀଟି ଘୂରି ବୁଲୁଛି। ତାକୁ ତା’ ସାଥୀମାନେ ଜଗି ରହିଛନ୍ତି। ଏପରି ଦୃଶ୍ୟ କେନ୍ଦୁଝର ବନଖଣ୍ଡରେ ଦେଖିବାକୁ ମିଳିଛି।

ଚମ୍ପୁଆ ବନାଞ୍ଚଳ ଜାମୁଦଲକ ଜଙ୍ଗଲରେ ୨୫ ଟିକିଆ ହାତୀପଲ ରହିଛନ୍ତି। ସେଥିରୁ ତିନିଟି ହାତୀ ଗର୍ଭବତୀ ହୋଇଥିଲେ। ଆଜି ଦୁଇଟି ହାତୀ ପିଲା ଜନ୍ମ କରିଛନ୍ତି। ହେଲେ ଅନ୍ୟ ଏକ ମାଈ ହାତୀ ପ୍ରସବ ବେଦନା ପାଉଛି। ବର୍ତ୍ତମାନ ସୁଦ୍ଧା ପିଲା ଜନ୍ମ କରିପାରି ନାହିଁ। ହାତୀଟି ପ୍ରସବ କରିନପାରି ଘୂରି ବୁଲୁଛି। ଗର୍ଭବତୀ ହାତୀକୁ ସାଥୀମାନେ ଜଗି ରହିଛନ୍ତି।

ସେପଟେ ହାତୀ ପିଲା ଜନ୍ମ କରିଥିବା ଜାଣିବାକୁ ପାଇଛି ବନ ବିଭାଗ। ସେଥିପାଇଁ ବନ ବିଭାଗର କର୍ମଚାରୀମାନେ ସେଠାରେ ଜଗି ରହିଛନ୍ତି। ବନ ବିଭାଗର ଡାକ୍ତରୀ ଟିମ୍‌ ମଧ୍ୟ ସେଠାରେ ପହଁଚିଛି। ଗୁରୁବାର ସକାଳେ ଦୁଇ ହାତୀ ଛୁଆ ଜନ୍ମ କରିଥିବା ଖବର ପ୍ରଚାରିତ ହେବା ପରେ ସେଠାରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ପରିସ୍ଥିତିକୁ ଦେଖି ସେଠାରେ ପୁଲିସ ମୁତୟନ କରାଯାଇଛି। ହାତୀମାନଙ୍କ ପାଖକୁ ନଯିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ତେବେ ଏକ ସଙ୍ଗେ ୩ ମାଈ ହାତୀ ଛୁଆ ଦେବା ବନ ବିଭାଗ ପାଇଁ ଉତ୍ସାହ ଆଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story