ପିପିଲିରେ ହାତୀ ଆତଙ୍କ

ପିପିଲି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ପିପିଲିରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ କାଳୁ ବେହେରା। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛିା ଆଜି ଭୋରରେ ଖଟସାରଙ୍ଗ ଓ ମୂଷାଖିଆପଦା ଗାଁରେ ଏହି ଜଙ୍ଗଲୀ ହାତୀଟି ପଶିଥିଲା। ହାତୀଟି ଗାଁ ମୁଣ୍ଡ ଜଙ୍ଗଲରେ ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ବନକର୍ମଚାରୀଙ୍କ ସଂଖ୍ୟା କମ୍ ଥିବାରୁ ହାତୀକୁ ଘଉଡ଼ାଇବା କଷ୍ଟକର ହେଉଛି।

pipili

Rakesh Mallick
  • Published: Sunday, 18 March 2018
  • , Updated: 18 March 2018, 02:32 PM IST

Related story