ଉତ୍ପାତ କରିବାକୁ ଆସି ପୋଖରୀରେ ଫସିଗଲା ହାତୀ

କଳାହାଣ୍ଡି(ରାଜ କୁମାର ସିଂଦେଓ): ଗାଁଗଣ୍ଡାରେ ପଶି ଉତ୍ପାତ କରିବା ସହ ଫସଲ ନଷ୍ଟ କରିବାକୁ ଆସିଥିଲେ ହାତୀ ପଲ। ହେଲେ ଲୋକଙ୍କୁ ନାକେଦମ କରିବାକୁ ଆସିଥିବା ହାତୀପଲର ଏକ ହାତୀ ନିଜେ ପୋଖରୀରେ ପଡ଼ି ଯାଇଛି। ପୋଖରୀରୁ ଉଠିବାକୁ ହାତୀଟି ଆପ୍ରାଣ ଚେଷ୍ଟା କରୁଥିବା ବେଳେ ସଫଳ ହୋଇପାରୁନି। ଖବର ପାଇ ବନ କର୍ମଚାରୀ ପହଞ୍ଚି ହାତୀ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ପଲରେ ଥିବା ଅନ୍ୟ ହାତୀ ଜଙ୍ଗଲକୁ ପଳାଇଥିବା ଜଣାଯାଇଛି। ଏପରି ଘଟଣା କଳାହାଣ୍ଡି […]

elephant

elephant

Niharika Rout
  • Published: Monday, 24 October 2022
  • Updated: 24 October 2022, 12:43 PM IST

Sports

Latest News

କଳାହାଣ୍ଡି(ରାଜ କୁମାର ସିଂଦେଓ): ଗାଁଗଣ୍ଡାରେ ପଶି ଉତ୍ପାତ କରିବା ସହ ଫସଲ ନଷ୍ଟ କରିବାକୁ ଆସିଥିଲେ ହାତୀ ପଲ। ହେଲେ ଲୋକଙ୍କୁ ନାକେଦମ କରିବାକୁ ଆସିଥିବା ହାତୀପଲର ଏକ ହାତୀ ନିଜେ ପୋଖରୀରେ ପଡ଼ି ଯାଇଛି। ପୋଖରୀରୁ ଉଠିବାକୁ ହାତୀଟି ଆପ୍ରାଣ ଚେଷ୍ଟା କରୁଥିବା ବେଳେ ସଫଳ ହୋଇପାରୁନି।

ଖବର ପାଇ ବନ କର୍ମଚାରୀ ପହଞ୍ଚି ହାତୀ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ପଲରେ ଥିବା ଅନ୍ୟ ହାତୀ ଜଙ୍ଗଲକୁ ପଳାଇଥିବା ଜଣାଯାଇଛି। ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କିଡିଙ୍ଗ ଗାଁ ନିକଟସ୍ଥ ଖରଡିଆ ପଡାରେ ଘଟିଛି।

ସୂଚନାଯୋଗ୍ୟ, ଲାଞ୍ଜିଗଡ ବ୍ଲକ ଦୁର୍ଗମ ଅଞ୍ଚଳମାନଙ୍କରେ ଜଙ୍ଗଲୀ ହାତୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିଚାଲିଛି।  ସନ୍ଧ୍ୟା ହେଲେ ହାତୀପଲ ଜଙ୍ଗଲରୁ ଗାଁ ମୁହାଁ ହେଉଛନ୍ତି । ସେମାନଙ୍କ ଉପଦ୍ରବ ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ୁଥିବା ବେଳେ ସେମାନେ ଫସଲ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗି ଦେଉଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ଏକ ହାତୀପଲ ବିଶ୍ୱନାଥପୁର ରେଞ୍ଜ ଅଧୀନରେ ଥିବା କିଡିଙ୍ଗ ଗାଁ ନିକଟସ୍ଥ ଖରଡିଆ ପଡାରେ ପଶିଥିଲା।  ମାତ୍ର ପଲ ମଧ୍ୟରୁ ଗୋଟିଏ ହାତୀ ଗାଁ ନିକଟରେ ଥିବା ଚାହପୋଖରୀରେ ଫସି ରହିଛି ।

ଆଜି ସକାଳୁ ଗାଁ ଲୋକେ ଶୌଚ ପାଇଁ ଯାଇଥିବା ବେଳେ ପୋଖରୀ ଭିତରେ ହାତୀ ଫସିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ଗାଁ ଲୋକେ ତୁରନ୍ତ ବିଶ୍ୱନାଥପୁର ରେଞ୍ଜକୁ ସୂଚନା ଦେବା ପରେ ବନ ବିଭାଗ ର ଏକ ଟିମ୍‌ ପହଞ୍ଚି ହାତୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହା ଦେଖିବାକୁ ପ୍ରବଳ ଗହଳି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story