ଘରୁ ଉଠାଇ ଆଣି ଦଳି ଦେଲା

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଖୁଣ୍ଟାକଟା ଗାଁରେ ଏକ ଦନ୍ତା ହାତୀ ଦଳି ଦେବାରୁ ଜଣେ ବାଳକର ମୃତ୍ୟୁ ଘଟିଛି। ତାଙ୍କ ନାଁ ଲୁଟୁ ପ୍ରଧାନ(୧୦)। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ମାଆ ଓ ୫ ମାସର ଭଉଣୀ। ସୂଚନା ଅନୁସାରେ, ଗତକାଲି ରାତିରେ ଖୁଣ୍ଟାକଟା ଗାଁ ପାଖରେ ଏକ ଦନ୍ତା ହାତୀ ବୁଲୁଥିବା  ନେଇ ଗାଁ ଲୋକେ ବନ ବଭାଗକୁ ଖବର ଦେଇଥିଲେ। ଖବର ପାଇ ବନ କର୍ମଚାରୀମାନେ ସେଠାରେ […]

malkangiri 1

malkangiri 1

Rakesh Mallick
  • Published: Thursday, 26 July 2018
  • Updated: 26 July 2018, 12:20 PM IST

Sports

Latest News

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଖୁଣ୍ଟାକଟା ଗାଁରେ ଏକ ଦନ୍ତା ହାତୀ ଦଳି ଦେବାରୁ ଜଣେ ବାଳକର ମୃତ୍ୟୁ ଘଟିଛି। ତାଙ୍କ ନାଁ ଲୁଟୁ ପ୍ରଧାନ(୧୦)। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ମାଆ ଓ ୫ ମାସର ଭଉଣୀ।

ସୂଚନା ଅନୁସାରେ, ଗତକାଲି ରାତିରେ ଖୁଣ୍ଟାକଟା ଗାଁ ପାଖରେ ଏକ ଦନ୍ତା ହାତୀ ବୁଲୁଥିବା  ନେଇ ଗାଁ ଲୋକେ ବନ ବଭାଗକୁ ଖବର ଦେଇଥିଲେ। ଖବର ପାଇ ବନ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ ଓ ହାତୀକୁ ଘୋଉଡ଼ାଇ ଥିଲେ। ଏହି ସମୟରେ ହାତୀଟି ଗାଁର ଗଣେଶ୍ୱର ପ୍ରଧାନଙ୍କ ଘର ଭିତରକୁ ପଶି ଯାଇଥିଲା। ଘରେ ଶୋଇଥିବା ଗଣେଶ୍ୱରଙ୍କ ପୁଅ ଲୁଟୁକୁ ହାତୀ ଉଠାଇ ଆଣି ବାହାରେ କଚାଡ଼ି ଦେଇଥିଲା। ତେବେ ଘର ଭିତରେ ଶୋଇଥିବା ଗଣେଶ୍ୱରଙ୍କ ସ୍ତ୍ରୀ ବିଳାସିନୀ ପ୍ରଧାନ ଓ ତାଙ୍କ ୫ ମାସର ଝିଅ ହାତୀ ଆକ୍ରମଣରୁ ବଞ୍ଚି ଯାଇଛନ୍ତି। ହେଲେ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ମାଆ ଓ ଝିଅ ଆହତ ହୋଇଛନ୍ତି। ସେମାନଙ୍କୁ  ବାଂଶପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ଏବେ ସେମାନେ ସୁସ୍ଥ ଅଛନ୍ତି।

ଏହି ଘଟଣା ପରେ ଗାଁ ଲୋକେ ବନ ବିଭାଗ କର୍ମଚାରୀଙ୍କୁ ତଡ଼ି ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଲେଖାଯିବା ସୁଦ୍ଧା ବନ ବଭାଗ କର୍ମଚାରୀମାନେ ଆଉ ଗାଁକୁ ଆସିନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story