ମୃତ୍ୟୁମୁହଁରୁ ଫେରି ଜଙ୍ଗଲମୁହାଁ ହେଲା ଗଜରାଜ

କଳାହାଣ୍ଡି(ରାଜ କୁମାର ସିଂଦେଓ):  ଗତ ରାତିରୁ ପୋଖରୀରେ ଫସି ରହିଥିବା ଗଜରାଜ ଆଜି ମୃତ୍ୟୁ ମୁହଁରୁ ଫେରି ଆସିଛି। ଗତରାତିରୁ ଦନ୍ତାଟି ବାହାରକୁ ବାହାରିବାକୁ ପ୍ରାଣପଣେ ଉଦ୍ୟମ କରୁଥିବା ବେଳେ ଆଜି ସକାଳେ ବନ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଏହାପରେ ହାତୀଟି ପୋଖରୀରୁ ବାହାରି ଜଙ୍ଗଲମୁହାଁ ଦୌଡ଼ି ପଳାଇଥିବା ଜଣାଯାଇଛି। ଏପରି ଘଟଣା କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଅଧୀନ କିଡିଙ୍ଗ ଗାଁ ନିକଟସ୍ଥ ଖରଡିଆପଡାରେ ଘଟିଛି । ଗତକାଲି ବିଳମ୍ବିତ ରାତିରେ […]

elephant

elephant

Niharika Rout
  • Published: Monday, 24 October 2022
  • Updated: 24 October 2022, 01:50 PM IST

Sports

Latest News

କଳାହାଣ୍ଡି(ରାଜ କୁମାର ସିଂଦେଓ):  ଗତ ରାତିରୁ ପୋଖରୀରେ ଫସି ରହିଥିବା ଗଜରାଜ ଆଜି ମୃତ୍ୟୁ ମୁହଁରୁ ଫେରି ଆସିଛି। ଗତରାତିରୁ ଦନ୍ତାଟି ବାହାରକୁ ବାହାରିବାକୁ ପ୍ରାଣପଣେ ଉଦ୍ୟମ କରୁଥିବା ବେଳେ ଆଜି ସକାଳେ ବନ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଏହାପରେ ହାତୀଟି ପୋଖରୀରୁ ବାହାରି ଜଙ୍ଗଲମୁହାଁ ଦୌଡ଼ି ପଳାଇଥିବା ଜଣାଯାଇଛି। ଏପରି ଘଟଣା କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଅଧୀନ କିଡିଙ୍ଗ ଗାଁ ନିକଟସ୍ଥ ଖରଡିଆପଡାରେ ଘଟିଛି ।

ଗତକାଲି ବିଳମ୍ବିତ ରାତିରେ ଏକ ହାତୀପଲ ବିଶ୍ୱନାଥପୁର ରେଞ୍ଜ ଅଧୀନରେ ଥିବା କିଡିଙ୍ଗ ଗାଁ ନିକଟସ୍ଥ ଖରଡିଆପଡାକୁ ପଶି ଆସିଥିଲେ। ଉକ୍ତ ସମୟରେ ହାତୀପଲର ଏକ ଦନ୍ତା ହାତୀ ଗାଁ ନିକଟରେ ଥିବା ଏକ ପୋଖରୀରେ ଫସି ରହିଥିଲା ।

ଆଜି ସକାଳୁ ଗାଁ ଲୋକେ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ବେଳେ ପୋଖରୀ ଭିତରେ ଦନ୍ତାଟିଏ ଫସି ଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେମାନେ ତୁରନ୍ତ ବିଶ୍ୱନାଥପୁର ରେଞ୍ଜକୁ ସୂଚନା ଦେଇଥିଲେ। ଏହାପରେ ବନ ବିଭାଗର ଏକ ହାତୀ ସ୍କ୍ୱାଡ ଟିମ୍‌ ଆସି ଜେସିବି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

[caption id="attachment_776180" align="aligncenter" width="650"]elephant ଗତ ରାତିରେ ପୋଖରୀରେ ଫସି ରହିଥିବା ଦନ୍ତା।[/caption]

ବନ କର୍ମଚାରୀ ସକାଳ ୮ଟାରେ ଅପରେସନ ଆରମ୍ଭ କରିଥିବା ବେଳେ ଦିନ ପ୍ରାୟ ୧୧ଟା ବେଳକୁ ହାତୀଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇ ପାରିଛି  । ସୁରକ୍ଷିତ ଭାବେ ହାତୀଟି ଉଦ୍ଧାର ହେବା ପରେ ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇଛି ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଦୁର୍ଗମ ଅଞ୍ଚଳ ମାନଙ୍କରେ ହାତୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିଚାଲି ଥିବା ବେଳେ ସନ୍ଧ୍ୟା ହେଲେ ହାତୀପଲ ଗାଁମୁହାଁ ହେଉଛନ୍ତି ଓ ଫସଲ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗି ଦେଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story