ରାତି ହେଲେ ବଢ଼ୁଛି ହାତୀଙ୍କ ଉତ୍ପାତ, ପ୍ରମାଦ ଗଣୁଛନ୍ତି ଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁ ମୁହାଁ ହେଉଛନ୍ତି ହାତୀ ପଲ। କେଉଁଠି ଗାଁରେ ପଶି ଘରଦ୍ୱାର ଭାଙ୍ଗୁଛନ୍ତି ତ କେଉଁଠି ଧାନ, ଚାଉଳ ଖାଇ‍ ସହ ବାଡ଼ିରେ ପଶି ଫସଲ ନଷ୍ଟ କରୁଛନ୍ତି। ହାତୀଙ୍କ ଉତ୍ପାତ ଯୋଗୁ ଗାଁ ଲୋକେ ଭୟଭୀତ ରହୁଥିବା ବେଳେ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛି ବନ ବିଭାଗ। ଏପରି ସମସ୍ୟା ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାରେ ଦେଖାଦେଇଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ଛାତନା ଗାଁ ମୁଣ୍ଡ ଜଙ୍ଗଲରେ ଗତ କିଛି ଦିନ […]

Elephant

Elephant

Niharika Rout
  • Published: Thursday, 01 July 2021
  • Updated: 01 July 2021, 10:09 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁ ମୁହାଁ ହେଉଛନ୍ତି ହାତୀ ପଲ। କେଉଁଠି ଗାଁରେ ପଶି ଘରଦ୍ୱାର ଭାଙ୍ଗୁଛନ୍ତି ତ କେଉଁଠି ଧାନ, ଚାଉଳ ଖାଇ‍ ସହ ବାଡ଼ିରେ ପଶି ଫସଲ ନଷ୍ଟ କରୁଛନ୍ତି। ହାତୀଙ୍କ ଉତ୍ପାତ ଯୋଗୁ ଗାଁ ଲୋକେ ଭୟଭୀତ ରହୁଥିବା ବେଳେ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛି ବନ ବିଭାଗ। ଏପରି ସମସ୍ୟା ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାରେ ଦେଖାଦେଇଛି।

ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ଛାତନା ଗାଁ ମୁଣ୍ଡ ଜଙ୍ଗଲରେ ଗତ କିଛି ଦିନ ଧରି ଏକ ୧୮ ଟିକିଆ ହାତୀ ପଲ ରହୁଛନ୍ତି।  ରାତି ହେଲେ ଏହି ହାତୀ ପଲ ଗାଁ ମୁହାଁ ହୋଇ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଗତ ରାତିରେ ହାତୀ ପଲ ଛାତନା ଗାଁରେ ପଶି ୫ ଜଣଙ୍କ ଘର ଭାଙ୍ଗି ଦେଇଥିବା ବେଳେ ଘରୁ ଧାନ, ଚାଉଳ ବସ୍ତାକୁ ଟାଣି ନେଇ ଖାଇ ଦେଇଛନ୍ତି ।

ଗତ ସପ୍ତାହକ ମଧ୍ୟରେ ହାତୀ ପଲ ଛାତନା ପଞ୍ଚାୟତର ୭ରୁ ଅଧିକ ଗାଁରେ ବ୍ୟାପକ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଥିବା ଲୋକେ ଅଭିଯୋଗ କରିଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ପଲକୁ  ଘଉଡାଇବାକୁ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ଦେଖା ଦେଇଛି।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ବଡପୋଷି ଗ୍ରାମ ନିକଟରେ ଏକ ମାଈ ହାତୀକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।  ହାତୀପଲ ନଦୀ ପାର ହୋଇ ଆସିଥିଲେ। ହେଲେ ଅନ୍ୟ ହାତୀମାନେ ପଳାଇ ଥିବା ବେଳେ ଏହି ହାତୀଟି ରହି ଯାଇଥିବା ଅନୁମାନ କରାଯାଉଛି। ବନ କର୍ମଚାରୀ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛନ୍ତି।

ଏହାବ୍ୟତୀତ ବାଲେଶ୍ୱର ଜିଲ୍ଲା ନୀଳଗିରିର ଗୋପାଳପୁର ଅଞ୍ଚଳରେ ଖୁଲମଖୁଲା ବୁଲୁଛି ଝାଡ଼ଖଣ୍ଡି ଦନ୍ତା। ଝାଡାଖଣ୍ଡର ଦଲମା ଅଭୟାରଣ୍ୟରୁ ଆସି ଏହି ଦନ୍ତାଟି ବୁଧବାର ବିଳମ୍ବିତ ରାତିରେ ନୀଳଗିରି କାଂଶ ଦେଇ ଗୋପାଳପୁର ଗାଁରେ ଦେଇ  ଜଙ୍ଗଲରେ ପଶିଛି। ସାଧାରଣତଃ ଧାନ ଫସଲ ଖାଇବାକୁ ଝାଡଖଣ୍ଡ ହାତୀପଲ ପ୍ରତ୍ୟେକ ବର୍ଷ ନୀଳଗିରିକୁ ଆସନ୍ତି। ହାତୀ ଉପରେ ନଜର ରଖାଯାଇଛି ବୋଲି ନୀଳଗିରି ବନ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story