କୂଅରେ ପଡ଼ିଛି ହାତୀ

<p>ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ବାମରୁ ରେଞ୍ଜ୍ ଅନ୍ତର୍ଗତ କଂସାରୀକୁଦ ଗାଁ କୂଅରେ ଏକ ହାତୀ ଖସି ପଡ଼ିଛି। ଆଜି ସକାଳେ ହାତୀଟି ଖସିପଡ଼ିଥିବା ଦେଖି ଗାଁଲୋକେ ବନ ବିଭାଗକୁ ଖବର ଦେଇଥିଲେ।&nbsp; ଏହାପରେ ବନବିଭାଗ ଅଧିକାରୀ ଓ କର୍ମଚାରୀ ସେଠାରେ ପହଞ୍ଚି ଜେସିବି ମେସିନ୍ ସାହାଯ୍ୟରେ କୂଅ ଚାରିପଟ ମାଟି ଖୋଳି ହାତୀଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି।</p> <p>ଏବେ ଧାନ ଫସଲ ଅମଳ ହୋଇସାରିଥିବାରୁ ହାତୀଟି ଜନବସତି ଆଡକୁ ଖାଦ୍ୟ ଅନ୍ୱେଷଣରେ ଚାଲି ଆସିଥିବା ସନ୍ଦେହ କରାଯାଉଛି।&nbsp; ଏହା ଏକ ମାଈ ହାତୀ ହୋଇଥିବା ଜଣାପଡ଼ିଛି।</p>

Ordigital Desk
  • Published: Monday, 27 November 2017
  • Updated: 27 November 2017, 12:33 PM IST

Sports

Latest News

<p>ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ବାମରୁ ରେଞ୍ଜ୍ ଅନ୍ତର୍ଗତ କଂସାରୀକୁଦ ଗାଁ କୂଅରେ ଏକ ହାତୀ ଖସି ପଡ଼ିଛି। ଆଜି ସକାଳେ ହାତୀଟି ଖସିପଡ଼ିଥିବା ଦେଖି ଗାଁଲୋକେ ବନ ବିଭାଗକୁ ଖବର ଦେଇଥିଲେ।&nbsp; ଏହାପରେ ବନବିଭାଗ ଅଧିକାରୀ ଓ କର୍ମଚାରୀ ସେଠାରେ ପହଞ୍ଚି ଜେସିବି ମେସିନ୍ ସାହାଯ୍ୟରେ କୂଅ ଚାରିପଟ ମାଟି ଖୋଳି ହାତୀଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି।</p><p>ଏବେ ଧାନ ଫସଲ ଅମଳ ହୋଇସାରିଥିବାରୁ ହାତୀଟି ଜନବସତି ଆଡକୁ ଖାଦ୍ୟ ଅନ୍ୱେଷଣରେ ଚାଲି ଆସିଥିବା ସନ୍ଦେହ କରାଯାଉଛି।&nbsp; ଏହା ଏକ ମାଈ ହାତୀ ହୋଇଥିବା ଜଣାପଡ଼ିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos