ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଲୋକେ

ସୁନ୍ଦରଗଡ଼ (ନନ୍ଦକିଶୋର ପଟ୍ଟନାୟକ): ସୁନ୍ଦରଗଡ଼ ଜିଲ୍ଲାରେ ହାତୀପଲ ଉପଦ୍ରବ କରୁଛନ୍ତି। ଜିଲ୍ଲାର ସବ୍‌ଡେଗା ପଞ୍ଚପରିଅମୁଣ୍ଡା ଗାଁକୁ ହାତୀପଲ ପଶିଆସି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି।

ନିକଟ ଜଙ୍ଗଲରୁ ଗାଁ ମୁଣ୍ଡକୁ ୧୫ଟି ହାତୀ ପଳାଇ ଆସି ଉପଦ୍ରବ ଜାରି ରଖିଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଗତକାଲି ଏକ ଗାଁରେ ଏହି ହାତୀପଲ ୩ଟି ଘର ଭାଙ୍ଗିଦେଇଥିଲେ