ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଲୋକେ

<p>ସୁନ୍ଦରଗଡ଼ (ନନ୍ଦକିଶୋର ପଟ୍ଟନାୟକ): ସୁନ୍ଦରଗଡ଼ ଜିଲ୍ଲାରେ ହାତୀପଲ ଉପଦ୍ରବ କରୁଛନ୍ତି। ଜିଲ୍ଲାର ସବ୍&zwnj;ଡେଗା ପଞ୍ଚପରିଅମୁଣ୍ଡା ଗାଁକୁ ହାତୀପଲ ପଶିଆସି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି।</p> <p>ନିକଟ ଜଙ୍ଗଲରୁ ଗାଁ ମୁଣ୍ଡକୁ ୧୫ଟି ହାତୀ ପଳାଇ ଆସି ଉପଦ୍ରବ ଜାରି ରଖିଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଗତକାଲି ଏକ ଗାଁରେ ଏହି ହାତୀପଲ ୩ଟି ଘର ଭାଙ୍ଗିଦେଇଥିଲେ</p>

Ordigital Desk
  • Published: Thursday, 16 August 2018
  • Updated: 16 August 2018, 10:21 AM IST

Sports

Latest News

<p>ସୁନ୍ଦରଗଡ଼ (ନନ୍ଦକିଶୋର ପଟ୍ଟନାୟକ): ସୁନ୍ଦରଗଡ଼ ଜିଲ୍ଲାରେ ହାତୀପଲ ଉପଦ୍ରବ କରୁଛନ୍ତି। ଜିଲ୍ଲାର ସବ୍&zwnj;ଡେଗା ପଞ୍ଚପରିଅମୁଣ୍ଡା ଗାଁକୁ ହାତୀପଲ ପଶିଆସି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି।</p><p>ନିକଟ ଜଙ୍ଗଲରୁ ଗାଁ ମୁଣ୍ଡକୁ ୧୫ଟି ହାତୀ ପଳାଇ ଆସି ଉପଦ୍ରବ ଜାରି ରଖିଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଗତକାଲି ଏକ ଗାଁରେ ଏହି ହାତୀପଲ ୩ଟି ଘର ଭାଙ୍ଗିଦେଇଥିଲେ</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos