ମାତିଲେ ହାତୀ; ରାସ୍ତାକୁ ଓହ୍ଲାଇଲେ ଅତିଷ୍ଠ ଲୋକେ

କରଞ୍ଜିଆ(ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ଅନ୍ଧାରଝରି ଗାଁରେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ପଡ଼ିଛନ୍ତି ଗ୍ରାମବାସୀ । ଗତକାଲି ରାତିରେ ହାତୀ ପଲ ଅନ୍ଧାରଝରି ଗାଁରେ ପଶି ୬ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି। ମାସେରୁ ଅଧିକ ହେବ ଏହି ହାତୀ ପଲ ସ୍ଥାନୀୟ ଅଞ୍ଚଳରେ ଘର ଭାଙ୍ଗିବା ସହ ଖାଦ୍ୟ ସାମଗ୍ରୀ ନଷ୍ଟ କରି ଆସୁଛନ୍ତି। ଏନେଇ ଆଜି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ କେନ୍ଦୁଝର-କରଞ୍ଜିଆ […]

ele.jpg,,,,

ele.jpg,,,,

Tapaswini Nayak
  • Published: Wednesday, 04 September 2019
  • Updated: 04 September 2019, 09:15 AM IST

Sports

Latest News

କରଞ୍ଜିଆ(ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ଅନ୍ଧାରଝରି ଗାଁରେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ପଡ଼ିଛନ୍ତି ଗ୍ରାମବାସୀ । ଗତକାଲି ରାତିରେ ହାତୀ ପଲ ଅନ୍ଧାରଝରି ଗାଁରେ ପଶି ୬ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି। ମାସେରୁ ଅଧିକ ହେବ ଏହି ହାତୀ ପଲ ସ୍ଥାନୀୟ ଅଞ୍ଚଳରେ ଘର ଭାଙ୍ଗିବା ସହ ଖାଦ୍ୟ ସାମଗ୍ରୀ ନଷ୍ଟ କରି ଆସୁଛନ୍ତି। ଏନେଇ ଆଜି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ କେନ୍ଦୁଝର-କରଞ୍ଜିଆ ରାସ୍ତା ଅବରୋଧ କରିଥିଲେ। ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ରାସ୍ତାରୋକ ଯୋଗୁ କିଛି ସମୟ କରଞ୍ଜିଆ-କେନ୍ଦୁଝର ରାସ୍ତାରେ ଗାଡି ଚଳାଚଳ ଠପ୍ ହୋଇଯାଇଥିଲା। ଉକ୍ତ ପଲରେ ୨୨ଟି ହାତୀ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story