ଦଳିଦେଲା ହାତୀ

Ordigital Desk
  • Published: Saturday, 21 April 2018
  • , Updated: 21 April 2018, 09:57 AM IST
<p>ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କାଉଁରିଆପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି।&nbsp; ମୃତକ ହେଲେ ସତ୍ୟବତୀ ସ୍ୱାଇଁ। ଆଜି ସକାଳୁ ସତ୍ୟବତୀ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଏକ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀଟି ପାଦରେ ଦଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଏକ ହାତୀ ଆଖପାଖ ଅଞ୍ଚଳରେ ବୁଲୁଛି। ତା&rsquo; ଶରୀରର ପଛ ପାଖରେ କ୍ଷତ ଚିହ୍ନ ରହିଛି।&nbsp; ରେଳଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ସହ ହାତୀଟି ପିଟି ହୋଇ ତା&rsquo; ଦେହରେ କ୍ଷେତ ହୋଇଥିବା ବନବିଭାଗ ଅନୁମାନ କରୁଛି।</p> <p>ଗତ ୮ ଦିନ ମଧ୍ୟରେ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ୭ଜଣଙ୍କ ମୃତ୍ୟୁ ହେଲାଣି।</p>

Related story