ପଶ୍ଚିମ ଓଡ଼ିଶାରେ ଆଉ ଏକ ବିଜୁ ଏକ୍ସପ୍ରେସ୍ ୱେ ସମେତ ୧୧ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ୧୭୪.୫କିମି ଲମ୍ବ ବିଶିଷ୍ଟ ୪୪୮କୋଟି ଟଙ୍କାର ବିଜୁ ଏକ୍ସପ୍ରେସ୍ ୱେକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହା ସହିତ ମୋଟ ୧୧ଟି ପ୍ରସ୍ତାବ ଆଜି ରାଜ୍ୟ କ୍ୟାବିନେଟର ମଞ୍ଜୁର ଲାଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ହୋଇଥିବା ଏହି କ୍ୟାବିନେଟ ବୈଠକରେ ଅର୍ଥ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ସାଧାରଣ ପ୍ରଶାସନ, ଗୃହ ଓ ନଗର ଉନ୍ନୟନ ଓ ପୂର୍ତ୍ତ ବିଭାଗର ମୋଟ ୧୧ଟି ପ୍ରସ୍ତାବକୁୁ […]

Ordigital Desk
  • Published: Wednesday, 09 June 2021
  • Updated: 09 June 2021, 09:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ୧୭୪.୫କିମି ଲମ୍ବ ବିଶିଷ୍ଟ ୪୪୮କୋଟି ଟଙ୍କାର ବିଜୁ ଏକ୍ସପ୍ରେସ୍ ୱେକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହା ସହିତ ମୋଟ ୧୧ଟି ପ୍ରସ୍ତାବ ଆଜି ରାଜ୍ୟ କ୍ୟାବିନେଟର ମଞ୍ଜୁର ଲାଭ କରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ହୋଇଥିବା ଏହି କ୍ୟାବିନେଟ ବୈଠକରେ ଅର୍ଥ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ସାଧାରଣ ପ୍ରଶାସନ, ଗୃହ ଓ ନଗର ଉନ୍ନୟନ ଓ ପୂର୍ତ୍ତ ବିଭାଗର ମୋଟ ୧୧ଟି ପ୍ରସ୍ତାବକୁୁ ଅନୁମୋଦନ ମିଳିଛି । ନବୀନ ପଟ୍ଟନାୟକ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ବିଜୁ ଏକ୍ସପ୍ରେସ୍ ୱେ’ରେ ଆଜି ୧୭୪.୫କିମି ରାସ୍ତା ନିର୍ମାଣ କରାଯିବ। କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଦେଇ ଏହି ରାସ୍ତା ଅତିକ୍ରମ କରିବ ତଥା ରାଜ୍ୟର ଶିଳ୍ପ ଓ ବାଣିଜ୍ୟର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ମଧ୍ୟ ସମାନ୍ତରାଳ ଭାବେ ବିଜୁ ଏକ୍ସପ୍ରେସ୍ ୱେ ଦେଇ ଶିଳ୍ପର ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରୁଛି । ପଶ୍ଚିମ ଓଡ଼ିଶା ବିକାଶ ପାଇଁ ସମ୍ପ୍ରସାରିତ ସଂଯୋଗୀକରଣ ସହିତ ଶିଳ୍ପର ଅଭିବୃଦ୍ଧି ଓ ସାମଗ୍ରିକ ଅର୍ଥନୀତିକ ଉନ୍ନତି ଯୋଗାଇବ।

୪ ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ୍ ୱେ ପାଇଁ ରାଜ୍ୟ ସରକାର ଇପିଏସ୍ ଚୁକ୍ତିନାମା ମାଧ୍ୟମରେ ୪୪୮.୦୨କୋଟି ଅର୍ଥ ବ୍ୟୟ କରିବେ। ଏଥିରେ ମୋଟ ୧୭୪.୫ କିମି ରାସ୍ତା, ୧୭ଟି କ୍ଷୁଦ୍ର ପୋଲ ଓ ୮ ବୃହତ୍ ପୋଲ ନିର୍ମାଣ ହେବ। ଏହି ସମଗ୍ର ରାସ୍ତା ଦୁଇଟି ଜିଲ୍ଲା ନୂଆପଡ଼ା ଓ କଳାହାଣ୍ଡି ଦେଇ ଅତିକ୍ରମ କରିବ । । ବିଜୁ ଏକ୍ସପ୍ରେସ୍ ୱେ ନୂଆପଡ଼ା ଜିଲ୍ଲାରେ ଘଟିପଡ଼ାଠାରୁ ସିନାପାଲ୍ଲୀ ପର୍ଯ୍ୟନ୍ତ ୧୦୪.୬୫କିମି ସହିତ ୬ଟି କ୍ଷୁଦ୍ର ପୋଲ ଓ ୬ଟି ବୃହତ୍ ପୋଲ ନିର୍ମାଣ ହେବ। ସେହିପରି କଳାହାଣ୍ଡି ଜିଲ୍ଲାରେ ବାକି ୬୯.୮୫ କିମି ବିଶିଷ୍ଟ ରାସ୍ତା ସିନାପାଲ୍ଲୀଠାରୁ ଧର୍ମଗଡ଼ ଦେଇ ଆମପାଣି ପର୍ଯ୍ୟନ୍ତ ନିର୍ମାଣ ହେବ। ଏହି ରାସ୍ତାରେ ତତସହିତ ୧୧ଟି କ୍ଷୁଦ୍ର ପୋଲ ଏବଂ ୨ଟି ବୃହତ୍ ପୋଲ ନିର୍ମାଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story