ଏସ୍‌ପିଙ୍କ ପାଇଁ ନାଚଗୀତରେ ଦୁଲୁକିଲା ସହର

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ମାଲକାନଗିରିର ଦୃଶ୍ୟ ବଲାଙ୍ଗିରରେ ପ୍ରତିଫଳିତ। ମାଲକାନଗିରି ଏସ୍‌ପିଙ୍କ ଭଳି ସମାନ ଢଙ୍ଗରେ ସମ୍ମାନର ସହ ବଲାଙ୍ଗିର ଏସ୍‌ପି କେ. ଶିବା ସୁବ୍ରମଣିଙ୍କୁ ବିଦାୟ ଦିଆଯାଇଛି। ଏସ୍‌ପିଙ୍କୁ କାନ୍ଧରେ ବସାଇ ନାଚ ଗୀତ ସାଙ୍ଗକୁ ବାଜା ବଜାଇ ତାଙ୍କୁ ବିଦାୟ ଦିଆଯାଇଛି। ମନୋହରପୁର ରିଜର୍ଭ ପଡ଼ିଆ ଠାରୁ ଏକ ଶୋଭାଯାତ୍ରାରେ ଏସ୍‌ପିକୁ ପୋଲିସ ଏବଂ ଯବାନ ମାନେ କାନ୍ଧରେ ଆଣିଥିଲେ। ଆଉ ନାଚଗୀତରେ ପୁଲିସ ଭାଇମାନେ ମସଗୁଲ ଥିଲେ। ପୋଲିସ କର୍ମଚାରୀଙ୍କ ସହିତ ନିଜେ ଏସ୍‌ପି ମଧ୍ୟ […]

p-11

p-11

Tapas Behera
  • Published: Sunday, 25 August 2019
  • Updated: 25 August 2019, 07:08 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ମାଲକାନଗିରିର ଦୃଶ୍ୟ ବଲାଙ୍ଗିରରେ ପ୍ରତିଫଳିତ। ମାଲକାନଗିରି ଏସ୍‌ପିଙ୍କ ଭଳି ସମାନ ଢଙ୍ଗରେ ସମ୍ମାନର ସହ ବଲାଙ୍ଗିର ଏସ୍‌ପି କେ. ଶିବା ସୁବ୍ରମଣିଙ୍କୁ ବିଦାୟ ଦିଆଯାଇଛି। ଏସ୍‌ପିଙ୍କୁ କାନ୍ଧରେ ବସାଇ ନାଚ ଗୀତ ସାଙ୍ଗକୁ ବାଜା ବଜାଇ ତାଙ୍କୁ ବିଦାୟ ଦିଆଯାଇଛି। ମନୋହରପୁର ରିଜର୍ଭ ପଡ଼ିଆ ଠାରୁ ଏକ ଶୋଭାଯାତ୍ରାରେ ଏସ୍‌ପିକୁ ପୋଲିସ ଏବଂ ଯବାନ ମାନେ କାନ୍ଧରେ ଆଣିଥିଲେ। ଆଉ ନାଚଗୀତରେ ପୁଲିସ ଭାଇମାନେ ମସଗୁଲ ଥିଲେ। ପୋଲିସ କର୍ମଚାରୀଙ୍କ ସହିତ ନିଜେ ଏସ୍‌ପି ମଧ୍ୟ ନାଚିଥିଲେ। ବସ୍‌ କଣ୍ଡକ୍ଟରରୁ ଏସ୍‌ପି ହୋଇଥିବା କେ.ଶିବା ସୁବ୍ରମଣି ଜଣେ  ଶାନ୍ତଶିଷ୍ଟ ଏବଂ ମେଳାପି ପୋଲିସ ଅଧିକାରୀ ଭାବରେ ବେଶ ଜଣାଶୁଣା।

ତାଙ୍କ ଜୀବନ ଶୈଳୀ ହେଉଛି ଏକଦମ ସରଳ ଓ ନିରାଡମ୍ୱର।  ଅଧସ୍ଥନ କର୍ମଚାରୀଙ୍କୁ ଖୁବ୍‌ ସ୍ନେହ କରୁଥିଲେ ସୁବ୍ରମଣି। ତେଣୁ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ। ନିକଟରେ ଆଇପିଏସ୍‌ ଅଦଳବଦଳ ପ୍ରକ୍ରିୟାରେ ସୁବ୍ରମଣିଙ୍କୁ ରାଉରକେଲା ଏସ୍‌ପି ଭାବେ ବଦଳି କରାଯାଇଛି।

ଏହି ଅବସରରେ ଆଜି ଏକ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆଉ ନିଆରା ଢଙ୍ଗରେ ତାଙ୍କୁ ବିଦାୟ ଦିଆଯାଇଥିଲା। ଏସ୍‌ପି ଭାବେ ସେ ଏଠାରୁ ଚାଲିଯାଉଥିବାରୁ ସମସ୍ତ ପୁଲିସ କର୍ମଚାରୀମାନେ ତାଙ୍କୁ ଝୁରିଥିଲେ। ତେବେ ଏହି ଫେୟାରୱେଲ କାର୍ଯ୍ୟକ୍ରମରେ ନୂତନ ଭାବରେ ଯୋଗ ଦେଇଥିବା ଏସ୍‌ପି ମଡଜର ସନ୍ଦୀପ ସଂପଦ ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story