ପୋଲିସ୍‌ ଗୁଳିରେ ରାକେଶ ଆହତ

<p>ବ୍ରହ୍ମପୁର( ଓଡ଼ିଶା ରିପୋର୍ଟର): କିଛି ଦିନ ଅନ୍ତରରେ ପୁଣି ବ୍ରହ୍ମପୁରରେ ଏନକାଉଣ୍ଟର ହୋଇଛି। ଜାତୀୟ ରାଜପଥ କଡ଼ ଆଇସଫ୍ୟାକ୍ଟ୍ରି ନିକଟରେ ଗୋଷାଣୀ ନୂଆଗାଁ ପୋଲିସ ଏନକାଉଣ୍ଟରେ&nbsp; ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ପଣ୍ଡା ଓରଫ୍ ମାଙ୍ଗା ଆହତ ହୋଇଛି। ମାଙ୍ଗାକୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ମାଙ୍ଗା ନାଁରେ ଜିଆରପି ଓ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି।</p> <p>ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ରାକେଶକୁ ଗିରଫ କରିବା ପାଇଁ ପହଞ୍ଚିଥିଲା ପୋଲିସ। ତେବେ ଘଟଣାସ୍ଥଳରେ ପୋଲିସ ଉପରକୁ ଆକ୍ରମଣ କରିଥିଲା ରାକେଶ। ପୋଲିସ୍&zwnj; ଏହାର ଜବାବ ଦେଇଥିଲା।&nbsp; ରାକେଶ ନିକଟରୁ ଗୋଟିଏ ପିସ୍ତଲ ସହ ୩ ରାଉଣ୍ଡ ଗୁଳି ଜବତ ହୋଇଛି।</p>

Ordigital Desk
  • Published: Monday, 05 March 2018
  • Updated: 05 March 2018, 09:58 AM IST

Sports

Latest News

<p>ବ୍ରହ୍ମପୁର( ଓଡ଼ିଶା ରିପୋର୍ଟର): କିଛି ଦିନ ଅନ୍ତରରେ ପୁଣି ବ୍ରହ୍ମପୁରରେ ଏନକାଉଣ୍ଟର ହୋଇଛି। ଜାତୀୟ ରାଜପଥ କଡ଼ ଆଇସଫ୍ୟାକ୍ଟ୍ରି ନିକଟରେ ଗୋଷାଣୀ ନୂଆଗାଁ ପୋଲିସ ଏନକାଉଣ୍ଟରେ&nbsp; ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ପଣ୍ଡା ଓରଫ୍ ମାଙ୍ଗା ଆହତ ହୋଇଛି। ମାଙ୍ଗାକୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ମାଙ୍ଗା ନାଁରେ ଜିଆରପି ଓ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି।</p><p>ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ରାକେଶକୁ ଗିରଫ କରିବା ପାଇଁ ପହଞ୍ଚିଥିଲା ପୋଲିସ। ତେବେ ଘଟଣାସ୍ଥଳରେ ପୋଲିସ ଉପରକୁ ଆକ୍ରମଣ କରିଥିଲା ରାକେଶ। ପୋଲିସ୍&zwnj; ଏହାର ଜବାବ ଦେଇଥିଲା।&nbsp; ରାକେଶ ନିକଟରୁ ଗୋଟିଏ ପିସ୍ତଲ ସହ ୩ ରାଉଣ୍ଡ ଗୁଳି ଜବତ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos