ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ପାଇଁ ସୁପାରିଶ କଲେନି, ଏବେ କେନ୍ଦ୍ର ଉପରେ ଦୋଷ ଲଦି ଖସିବା ଚକ୍କରରେ ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ପାଖରେ ଆବେଦନ କରିବେ ବୋଲି ବିଧାନସଭାରେ ଘୋଷଣା କରିଥିବା ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବେ ଲୋକଙ୍କ ନଜର ଏଡ଼ାଇବା ପାଇଁ କେନ୍ଦ୍ର ଉପରେ ଦୋଷ ଲଦିବାର ବାହାନା ଖୋଜି ପାଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରୁ ବିଦ୍ୟୁତ ସଂଚାରଣ ପାଇଁ ଉଦ୍ଦିଷ୍ଟ ପରିବହନ ଶୁଳ୍କକୁ ହ୍ରାସ କରିବା ପାଇଁ ଶକ୍ତିମନ୍ତ୍ରୀ ଏବେ କେନ୍ଦ୍ର ସରକାରଙ୍କ ପାଖରେ ଦାବି […]

Capt. Dibya Sankar Mishra

Capt. Dibya Sankar Mishra

Ordigital Desk
  • Published: Thursday, 29 April 2021
  • Updated: 29 April 2021, 11:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ପାଖରେ ଆବେଦନ କରିବେ ବୋଲି ବିଧାନସଭାରେ ଘୋଷଣା କରିଥିବା ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବେ ଲୋକଙ୍କ ନଜର ଏଡ଼ାଇବା ପାଇଁ କେନ୍ଦ୍ର ଉପରେ ଦୋଷ ଲଦିବାର ବାହାନା ଖୋଜି ପାଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରୁ ବିଦ୍ୟୁତ ସଂଚାରଣ ପାଇଁ ଉଦ୍ଦିଷ୍ଟ ପରିବହନ ଶୁଳ୍କକୁ ହ୍ରାସ କରିବା ପାଇଁ ଶକ୍ତିମନ୍ତ୍ରୀ ଏବେ କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖିଛନ୍ତି। ମାତ୍ର ନିଜେ ବିଧାନସଭାରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ଦିଗରେ ସାମାନ୍ୟତମ ଆଗ୍ରହ ଦେଖାଇ ନାହାନ୍ତି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଶକ୍ତିମନ୍ତ୍ରୀ ଶ୍ରୀ ମିଶ୍ର କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରୁ ବିଦ୍ୟୁତ ସଂଚାରଣ ପାଇଁ ଉଦ୍ଦିଷ୍ଟ ପରିବହନ ଶୁଳ୍କକୁ ହ୍ରାସ କରିବା ନିମନ୍ତେ ଲିଖିତ ଭାବେ କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂହଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରୁ ପିଜିସିଆଇଏଲର ସିଟିୟୁ ନେଟୱାର୍କ ମାଧ୍ୟମରେ ବିଦ୍ୟୁତ ସଂଚାରଣ ହୋଇଥାଏ। ୨୦୧୧-୧୨ରେ ଏହି ଶୁଳ୍କ ୟୁନିଟ୍ ପିଛା ୨୪ପଇସା ଥିବାବେଳେ ୨୦୧୯-୨୦ରେ ଏହା ବୃଦ୍ଧି ପାଇ ୧ଟଙ୍କା ୦୨ ପଇସା ହୋଇଛି । ପିଜିସିଆଇଏଲର ଏହି ବିଦ୍ୟୁତ ସଂଚାରଣ ଶୁଳ୍କର ପୁନର୍ବିଚାର କରିବା ପାଇଁ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି।

ଶ୍ରୀ ମିଶ୍ର ଯୁକ୍ତି ବାଢ଼ିଛନ୍ତି ଯେ, ବିଦ୍ୟୁତ ସଂଚାରଣ ପରିମାଣ ଓ ସଂଚାରଣ ବ୍ୟବସ୍ଥାର ପ୍ରକୃତ ବ୍ୟବହାର ଉପରେ ଶୁଳ୍କ ନିର୍ଦ୍ଧାରଣ କରାଯିବାର ଆଇନଗତ ବ୍ୟବସ୍ଥା ରହିଛି। କଷ୍ଟ ପ୍ଲସ୍ ଶୈଳୀରେ ଶୁଳ୍କ ନିର୍ଦ୍ଧାରଣ ହେବା ଓ ଅବ୍ୟବହୃତ ଭିତ୍ତିଭୂମିର ଖର୍ଚ୍ଚ ଯୋଗୁ ୨୦୧୧-୧୨ ଆର୍ଥିକ ବର୍ଷରେ ପିଜିସିଆଇଏଲର ବାର୍ଷିକ ରାଜସ୍ୱ ଆବଶ୍ୟକତା ୯ହଜାର କୋଟି ଟଙ୍କା ଥିବାବେଳେ ତାହା ୨୦୧୯-୨୦ରେ ଏହା ୨୧ ପ୍ରତିଶତ ବୃଦ୍ଧି ପାଇ ୩୯ହଜାର କୋଟି ଟଙ୍କା ହୋଇଛି । ଏହି କାରଣରୁ ଆନ୍ତଃରାଜ୍ୟ ବିଦ୍ୟୁତ ଟ୍ରାନ୍ସମିଶନ ଦେୟ ଓଡ଼ିଶା ପାଇଁ ୨୦୧୧-୧୨ରେ ୧୭୯କୋଟି ଟଙ୍କା ଥିବାବେଳେ ୧୯ ପ୍ରତିଶତ ବୃଦ୍ଧି ପାଇଁ ୨୦୧୯-୨୦ରେ ୭୩୪କୋଟି ଟଙ୍କା ହୋଇଛି । ଏହି କାରଣରୁ ଉକ୍ତ ଅବଧି ମଧ୍ୟରେ ପରିବହନ ଶୁଳ୍କ ୟୁନିଟ୍ ପିଛା ୨୪ପଇସାରୁ ବୃଦ୍ଧି ପାଇଁ ୧ଟଙ୍କା ୦୨ ପଇସା ହୋଇଛି।

ତେଣୁ ଏହି ଆଶାତୀତ ଦରବୃଦ୍ଧି ସମସ୍ୟାର ସମାଧାନ ପାଇଁ ଅବ୍ୟବହୃତ ଭିତ୍ତିଭୂମିର ଖର୍ଚ୍ଚକୁ ଉପଭୋକ୍ତାଙ୍କ ଉପରେ ଲଦି ନଦବୋକୁ ଓ ଏହାକୁ ଶକ୍ତି ବ୍ୟବସ୍ଥାର ବିକାଶ ପାଣ୍ଠି ଭଳି ସରକାରୀ ପାଣ୍ଠିରୁ ଭରଣା କରିବାକୁ ଶ୍ରୀ ମିଶ୍ର ଚିଠି ଲେଖି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ସର୍ବଭାରତୀୟସ୍ତରରେ ପିଜିସିଆଇଏଲ ତା’ର ପରିବହନ ଶୁଳ୍କ ନିର୍ଦ୍ଧାରଣ ସମୟରେ ଅନ୍ୟ ପ୍ରମୁଖ ରାଜ୍ୟଗୁଡ଼ିକ ପାଇଁ ସମାନ ଆଭିମୁଖ୍ୟ ପୋଷଣ କରୁଥିବାବେଳେ ଓଡ଼ିଶା ପାଇଁ କ’ଣ ସ୍ୱତନ୍ତ୍ର ଭାବେ ନିୟମ ପ୍ରସ୍ତୁତ କରିବ କି?

ରାଜ୍ୟରେ ଗତ ୬ମାସ ମଧ୍ୟରେ ବିଦ୍ୟୁତ ୟୁନିଟ୍ ପିଛା ୫୦ପଇସା ବୃଦ୍ଧି ପାଇଥିବାବେଳେ ଏହାକୁ ପ୍ରତ୍ୟାହାର କରାଯିବା ପାଇଁ ଓଇଆରସିଙ୍କୁ ସରକାର ଆବେଦନ କରାଯିବ ବୋଲି କହିଥିବା ଶକ୍ତିମନ୍ତ୍ରୀ ଶ୍ରୀ ମିଶ୍ର ସେପ୍ରସଙ୍ଗରେ ଚୁପ୍ ରହି ଏବେ ନୂଆ ବାହାନା ଖୋଜି କେନ୍ଦ୍ର ଉପରେ ଦୋଷ ଲଦିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ସରକାର ଏପର୍ଯ୍ୟନ୍ତ କାହିଁକି ବିଦ୍ୟୁତ ଶୁଳ୍କର ପୁନର୍ବିଚାର ପାଇଁ ଓଇଆରସିଙ୍କ ପାଖରେ ଆବେଦନ କରିନାହାନ୍ତି ସେ ପ୍ରସଙ୍ଗରେ ଶକ୍ତିମନ୍ତ୍ରୀଙ୍କ ନିରବ ଥିବାବେଳେ ବିରୋଧୀ ଦଳଗୁଡ଼ିକ ମଧ୍ୟ ସମ୍ବେଦନଶୀଳ ହୋଇପଡ଼ିଛନ୍ତି।

କରୋନା କାଳରେ ବିଦ୍ୟୁତ ଶୁଳ୍କ ବୋଝ ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହୋଇଥିଲେ ବି ଶକ୍ତିମନ୍ତ୍ରୀ ସେଥିପ୍ରତି ଦୃଷ୍ଟି ଦେବାକୁ ଉଚିତ୍ ମଣିନାହାନ୍ତି। ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ପାଇଁ ସରକାର ଆବେଦନ କଲେ ଅତିକମରେ ୬୦୦କୋଟି ଟଙ୍କାର ସବସିଡି ମୁଣ୍ଡାଇବାକୁ ପଡ଼ିବାର ଥିବାରୁ କେନ୍ଦ୍ର ସରକାର ଉପରେ ଦୋଷ ଲଦି ଖସିବା ପାଇଁ ଏବେଠୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story