ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ

<p>କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜୟପୁର ମଧ୍ୟରେ ଥିବା ଦୟାନିଧିଗୁଡା ଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ୍&zwnj;ର ଇଂଜିନ ଲାଇନଚ୍ୟୁତ ହୋଇଥିଲା। ଜୟପୁରରୁ ବିଶାଖାପାଟଣା ଯାଉଥିଲା ଏହି ମାଲବାହୀ ଟ୍ରେନ ଇଂଜିନ ଲାଇନଚ୍ୟୁତ ହେବା ପରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ମରାମତି ପରେ ଏବେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି।</p>

Ordigital Desk
  • Published: Monday, 05 March 2018
  • Updated: 05 March 2018, 10:11 AM IST

Sports

Latest News

<p>କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜୟପୁର ମଧ୍ୟରେ ଥିବା ଦୟାନିଧିଗୁଡା ଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ୍&zwnj;ର ଇଂଜିନ ଲାଇନଚ୍ୟୁତ ହୋଇଥିଲା। ଜୟପୁରରୁ ବିଶାଖାପାଟଣା ଯାଉଥିଲା ଏହି ମାଲବାହୀ ଟ୍ରେନ ଇଂଜିନ ଲାଇନଚ୍ୟୁତ ହେବା ପରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ମରାମତି ପରେ ଏବେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos