ଭିଜିଲାନ୍ସ ଜାଲରେ ଇଂଜିନିୟର

ବାରିପଦା(ମାଣିକ ଲାଲ୍ ପାଣି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା କ୍ଷୁଦ୍ରଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ ଇଂଜିନିୟର ହୁଦେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଏକକାଳୀନ ୫ଟି ଜାଗାରେ ଚଢ଼ଉ ଚାଲିଛି। ଭୁବନେଶ୍ୱରରରେ ଏକ ଫ୍ଲାଟ୍‌, ବାରିପଦାରେ ଥିବା ଦୁଇ ମହଲା ଘର, କପ୍ତିପଦାରେ ପୈତୃକ ଘର ଏବଂ ବାଙ୍ଗିରିପୋଷି ଚନ୍ଦନପୁରରେ ଶ୍ୱଶୁର ଘର ଏବଂ କାର୍ଯ୍ୟାଳୟରେ ଚଢ଼ଉ କରାଯାଉଛି। ତେବେ ଜମି ଜମା ସଂପର୍କିତ ବହୁ କାଗଜପତ୍ର, ଏକ କାର୍‌ ଓ ଦୁଇ […]

vigilance

vigilance

Jyoshna Pradhan
  • Published: Thursday, 18 July 2019
  • Updated: 18 July 2019, 09:23 AM IST

Sports

Latest News

ବାରିପଦା(ମାଣିକ ଲାଲ୍ ପାଣି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା କ୍ଷୁଦ୍ରଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ ଇଂଜିନିୟର ହୁଦେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଏକକାଳୀନ ୫ଟି ଜାଗାରେ ଚଢ଼ଉ ଚାଲିଛି। ଭୁବନେଶ୍ୱରରରେ ଏକ ଫ୍ଲାଟ୍‌, ବାରିପଦାରେ ଥିବା ଦୁଇ ମହଲା ଘର, କପ୍ତିପଦାରେ ପୈତୃକ ଘର ଏବଂ ବାଙ୍ଗିରିପୋଷି ଚନ୍ଦନପୁରରେ ଶ୍ୱଶୁର ଘର ଏବଂ କାର୍ଯ୍ୟାଳୟରେ ଚଢ଼ଉ କରାଯାଉଛି।

ତେବେ ଜମି ଜମା ସଂପର୍କିତ ବହୁ କାଗଜପତ୍ର, ଏକ କାର୍‌ ଓ ଦୁଇ ଚକିଆ ଗାଡ଼ି ମିଳିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story