ଓଡ଼ିଶାରୁ ଠକି କୋଲ୍‌କାତାରେ ଲୁଚି ଥିଲା, ମାଡ଼ି ବସିଲା EOW

ଭୁବନେଶ୍ୱର/ବାଲେଶ୍ୱର (ଆଲୋକ/ରଞ୍ଜିତ): ଓଡ଼ିଶାରେ କୋଟି କୋଟି ଟଙ୍କା ଠକେଇ କରି ପଶ୍ଚିମବଙ୍ଗରେ ଛପି ରହିଥିଲା ଚିଟ୍‌ଫଣ୍ଡ ଠକ। ଦୀର୍ଘ ଦିନର ଲୁଚକାଳି ପରେ ଜାଲରେ ପଡ଼ିଛି ଚିଟ୍‌ଫଣ୍ଡ ଠକ। ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW) ଚିଟ୍‌ଫଣ୍ଡ କମ୍ପାନୀ ମାସ୍‌ ଇନଫ୍ରା ରିଆଲିଟି ଲିମିଟେଡ୍‌ର ନିର୍ଦ୍ଦେଶକ ତପନ କୁମାର ସାମନ୍ତକୁ କୋଲକାତାରୁ ଗିରଫ କରିଛି। ତାଙ୍କ ନାଁରେ ୧୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ୨୦୧୦ ମସିହାରେ ତପନ କୁମାର ସାମନ୍ତ ଓ […]

Tapan-Kumar-Samanta

Tapan-Kumar-Samanta

Manoranjan Sial
  • Published: Tuesday, 08 March 2022
  • Updated: 08 March 2022, 05:13 PM IST

Sports

Latest News

ଭୁବନେଶ୍ୱର/ବାଲେଶ୍ୱର (ଆଲୋକ/ରଞ୍ଜିତ): ଓଡ଼ିଶାରେ କୋଟି କୋଟି ଟଙ୍କା ଠକେଇ କରି ପଶ୍ଚିମବଙ୍ଗରେ ଛପି ରହିଥିଲା ଚିଟ୍‌ଫଣ୍ଡ ଠକ। ଦୀର୍ଘ ଦିନର ଲୁଚକାଳି ପରେ ଜାଲରେ ପଡ଼ିଛି ଚିଟ୍‌ଫଣ୍ଡ ଠକ। ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW) ଚିଟ୍‌ଫଣ୍ଡ କମ୍ପାନୀ ମାସ୍‌ ଇନଫ୍ରା ରିଆଲିଟି ଲିମିଟେଡ୍‌ର ନିର୍ଦ୍ଦେଶକ ତପନ କୁମାର ସାମନ୍ତକୁ କୋଲକାତାରୁ ଗିରଫ କରିଛି। ତାଙ୍କ ନାଁରେ ୧୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।

୨୦୧୦ ମସିହାରେ ତପନ କୁମାର ସାମନ୍ତ ଓ ତାଙ୍କର ସାଥୀ ମିଶି ମାସ୍‌ ଇନଫ୍ରା ରିଆଲିଟି ଲିମିଟେଡ୍‌ ନାମକ ଚିଟ୍‌ଫଣ୍ଡ କମ୍ପାନୀ ପ୍ରତିଷ୍ଠା କରିଥିଲେ। ୨୦୧୨ ମସିହାରେ କମ୍ପାନୀ ନାଁ ପରିବର୍ତ୍ତନ କରିଦେଇ ଥିଲେ। ଯାହାର ନାଁ ଥିଲା ୱେଲ୍‌ଫେୟାର୍‌ ଆଣ୍ଡ ଥ୍ରୀଫ୍ଟ କୋ-ଅପରେଟିଭ୍‌ ସୋସାଇଟି। ଆଉ ତା’ପରେ ଜମାକାରୀଙ୍କୁ ବିଭିନ୍ନ ଯୋଜନାରେ ଅଧିକ ଲାଭ ଦେବାର ପ୍ରତିଶ୍ରୁତି ଦେଇ ୧୫ କୋଟିରୁ ଅଧିକ ଟଙ୍କା ଆଦାୟ କରିଥିଲେ।

ହେଲେ ପରବର୍ତ୍ତୀ ସମୟରେ ଚିଟ୍‌ଫଣ୍ଡ କମ୍ପାନୀ ଲୋକଙ୍କୁ ଟଙ୍କା ଫେରାଇନଥିଲା। ରାତାରାତି ଅଫିସ୍‌ ଉଭାନ୍‌ ହୋଇଯାଇ ଥିଲା। ଏନେଇ ଅଭିଯୋଗ ହେବା ପରେ EOW ପୂର୍ବରୁ କମ୍ପାନୀର ଜଣେ ନିର୍ଦ୍ଦେଶକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଅନ୍ୟତମ ନିର୍ଦ୍ଦେଶକ ତପନ କୁମାର ସାମନ୍ତ ଫେରାର ହୋଇ ଯାଇଥିଲା। ତାଙ୍କୁ ଗିରଫ କରିବା ପାଇଁ EOW ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିଲା। କିନ୍ତୁ ତା’ ସମ୍ପର୍କରେ କୌଣସି ପତ୍ତା ପାଉଥିଲା।

ସେପଟେ ଓଡ଼ିଶାରୁ ଚମ୍ପଟ ମାରି ତପନ କୋଲକାତାରେ ଆତ୍ମଗୋପନ କରିଥିଲା। ସେ ନରେନ୍ଦ୍ରପୁର ଅଞ୍ଚଳରେ ରହୁଥିଲା। କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ସେଠାରେ ଚଢ଼ଉ କରି ତପନ କୁମାର ସାମନ୍ତଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିଥିଲା। ପରେ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ଆଜି ଅପରାହ୍ନରେ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରାଇଥିଲା।

EOW ତାଙ୍କୁ ଓପିଆଇଡି କୋର୍ଟରୁ ରିମାଣ୍ଡରେ ନେଇ ଖୋଳତାଡ କରିବ। ଏହାଛଡ଼ା ଏହି ଠକେଇରେ ଆଉ କେଉଁମାନଙ୍କ ହାତ ରହିଛି, ତାହା ଉପରେ ମଧ୍ୟ ତଦନ୍ତ କରୁଛି EOW।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story