ମେଧାବୃତ୍ତି ଦୁର୍ନୀତିରେ ବନ୍ଧା ହେଲେ ଅବସରପ୍ରାପ୍ତ ଅଣ୍ଡର ସେକ୍ରେଟାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଯୋଗ୍ୟ ଓ ଅନୁପଯୁକ୍ତ ଛାତ୍ରଙ୍କୁ ଦିଆଯାଇଛି ମେଧାବୃତ୍ତି। ଫଳରେ ଲକ୍ଷାଧିକ ଟଙ୍କାର କ୍ଷତି ସହିଛନ୍ତି ରାଜ୍ୟ ସରକାର। ମେଧାବୃତ୍ତି ଦୁର୍ନୀତିରେ ବନ୍ଧା ହୋଇଛନ୍ତି ଅବସରପ୍ରାପ୍ତ ଅଣ୍ଡର ସେକ୍ରେଟାରୀ ପ୍ରକାଶ ଚନ୍ଦ୍ର ରଥ। ସେ ଉଚ୍ଚଶିକ୍ଷା ବିଭାଗର ସ୍କଲାରସିପ୍‌ ସେକ୍ସନର ଇନଚାର୍ଜ ଥିଲେ। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW) ତାଙ୍କୁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ଗିରଫ କରିଛି। ୨୦୧୭ ଉଚ୍ଚଶିକ୍ଷା ବିଭାଗର ଅଭିଯୋଗ ଆଧାରରେ ଅର୍ଥନୈତିକ ଅପରାଧ ଶାଖା ଶ୍ରୀ ରଥଙ୍କ ବିରୋଧରେ ମାମଲା କରିଥିଲା। […]

EOW

EOW

Manoranjan Sial
  • Published: Thursday, 12 August 2021
  • Updated: 12 August 2021, 09:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଯୋଗ୍ୟ ଓ ଅନୁପଯୁକ୍ତ ଛାତ୍ରଙ୍କୁ ଦିଆଯାଇଛି ମେଧାବୃତ୍ତି। ଫଳରେ ଲକ୍ଷାଧିକ ଟଙ୍କାର କ୍ଷତି ସହିଛନ୍ତି ରାଜ୍ୟ ସରକାର। ମେଧାବୃତ୍ତି ଦୁର୍ନୀତିରେ ବନ୍ଧା ହୋଇଛନ୍ତି ଅବସରପ୍ରାପ୍ତ ଅଣ୍ଡର ସେକ୍ରେଟାରୀ ପ୍ରକାଶ ଚନ୍ଦ୍ର ରଥ। ସେ ଉଚ୍ଚଶିକ୍ଷା ବିଭାଗର ସ୍କଲାରସିପ୍‌ ସେକ୍ସନର ଇନଚାର୍ଜ ଥିଲେ। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW) ତାଙ୍କୁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ଗିରଫ କରିଛି।

୨୦୧୭ ଉଚ୍ଚଶିକ୍ଷା ବିଭାଗର ଅଭିଯୋଗ ଆଧାରରେ ଅର୍ଥନୈତିକ ଅପରାଧ ଶାଖା ଶ୍ରୀ ରଥଙ୍କ ବିରୋଧରେ ମାମଲା କରିଥିଲା। ୨୦୧୪ ଓ ୨୦୧୫ରେ ଇ-ମେଧାବୃତ୍ତି ପ୍ରଦାନରେ ଅର୍ଥନୈତିକ ଅନିୟମିତତା ଓ ମେଧାବୃତ୍ତି ପ୍ରଦାନରେ ବ୍ୟାପକ ତ୍ରୁଟି ହୋଇଥିବାର ପ୍ରମାଣ ପାଇବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବହୁ ସଂଖ୍ୟାରେ ଅନୁପଯୁକ୍ତ ଓ ଅଯୋଗ୍ୟ ଛାତ୍ରଙ୍କୁ ମେଧାବୃତ୍ତି ପ୍ରଦାନ କରି ରାଜ୍ୟ ସରକାରଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ପହଞ୍ଚାଇଛନ୍ତି। ସେତେବେଳେ ପ୍ରକାଶ ଚନ୍ଦ୍ର ରଥ ୨୩୫ ଅଯୋଗ୍ୟ ଛାତ୍ର ବାବଦରେ ୩୬ ଲକ୍ଷରୁ ଅଧିକ ଟଙ୍କା ସ୍କଲାରସିପ୍‌ ବାବଦକୁ ଅନୁମୋଦନ କରିଥିଲେ। ଯାହା ନିୟମ ବିରୋଧ ହୋଇଥିବା ତଦନ୍ତ ପରେ ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story