ଧରାଶାୟୀ ହେଲା ଲଙ୍ଗୁଳି ମଠ

ପୁରୀ (ମଧୁସୂଦନ ମିଶ୍ର):  ଗତକାଲି ଧରାଶାୟୀ ହୋଇଛି ଲଙ୍ଗୁଳି ମଠ । ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ମଠ ମାଟିରେ ମିଶିଛି। ଏହାବ୍ୟତୀତ ଏମାର, ବଡ଼ ଆଖଡ଼ା ଓ ରାଘବ ଦାସ ଭଳି ଶ୍ରୀମନ୍ଦିର ସଂସ୍କୃତି ସହ ଗଭୀର ସଂପର୍କ ରଖୁଥିବା ଆହୁରି ୭ଟି ମଠବାଡ଼ିକୁ ମଧ୍ୟ ଉଚ୍ଛେଦ କରାଯିବ । ମେଘନାଦ ପାଚେରୀ ନିକଟରୁ ଜବରଦଖଲ  ଉଚ୍ଛେଦ ପରେ ଏବେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଚଳାଇଛି ପ୍ରଶାସନ । ଏଥିନିମନ୍ତେ […]

puri-1..1

puri-1..1

Niharika Rout
  • Published: Wednesday, 28 August 2019
  • Updated: 28 August 2019, 08:25 AM IST

ପୁରୀ (ମଧୁସୂଦନ ମିଶ୍ର):  ଗତକାଲି ଧରାଶାୟୀ ହୋଇଛି ଲଙ୍ଗୁଳି ମଠ । ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ମଠ ମାଟିରେ ମିଶିଛି। ଏହାବ୍ୟତୀତ ଏମାର, ବଡ଼ ଆଖଡ଼ା ଓ ରାଘବ ଦାସ ଭଳି ଶ୍ରୀମନ୍ଦିର ସଂସ୍କୃତି ସହ ଗଭୀର ସଂପର୍କ ରଖୁଥିବା ଆହୁରି ୭ଟି ମଠବାଡ଼ିକୁ ମଧ୍ୟ ଉଚ୍ଛେଦ କରାଯିବ ।

ମେଘନାଦ ପାଚେରୀ ନିକଟରୁ ଜବରଦଖଲ  ଉଚ୍ଛେଦ ପରେ ଏବେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଚଳାଇଛି ପ୍ରଶାସନ । ଏଥିନିମନ୍ତେ ଆଜିଠାରୁ ୭୫ ମିଟର ପରିଧି ମାପଚୁପ କରାଯିବ । ଏହା ମଧ୍ୟରେ ଆସୁଥିବା କେଉଁ କେଉଁ ଘର, ଦୋକାନ ଭଙ୍ଗାଯିବ ତାକୁ ଚିହ୍ନଟ କରାଯିବ । ସେହି ତାଲିକା ଅନୁସାରେ ଉଚ୍ଛେଦ କାମ  ଆଗେଇବ ବୋଲି କହିଛି ଜିଲ୍ଲା ପ୍ରଶାସନ।

ତେବେ ବିନା ଲିଖିତ ପ୍ରତିଶ୍ରୁତିରେ ଉଚ୍ଛେଦ ଚାଲୁଥିବାରୁ ଆଗକୁ ମଠ ସଂସ୍କୃତିର ସୁରକ୍ଷା ନେଇ ଉପୁଜିଛି ଆଶଙ୍କା । ତେଣେ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ମାମଲା ଖାରଜ ହୋଇଯାଇଛି । ତେବେ ଉଚ୍ଛେଦ ହେଉଥିବା ବ୍ୟବସାୟୀଙ୍କୁ ସମ୍ପୂର୍ଣ୍ଣ ଥଇଥାନ କରାଯିବାର ପ୍ରତିଶ୍ରୁତି ଦେଇଛି ଜିଲ୍ଲା ପ୍ରଶାସନ ।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର ଭିତରୁ ଉଚ୍ଛେଦ ହେଉଥିବା ମଠର ମନ୍ଦିର ଓ ଗାଦିକୁ ସୁରକ୍ଷିତ ରଖାଯିବ । ଉଚ୍ଛେଦ ହୋଇଥିବା ଦୋକାନୀଙ୍କୁ ନିକଟବର୍ତ୍ତୀ ଜାଗାରେ ଥଇଥାନ କରାଯିବ ପୁରୀ ଜିଲ୍ଲାପାଳ  ସୂଚନା ଦେଇଛନ୍ତି । ଖୁବ୍‌ ଶୀଘ୍ର ୭୫ ମିଟର ପରିସର ମଧ୍ୟରେ ଥିବା ସ୍ଥିତିବାନ ଜାଗାର ସର୍ଭେ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story