ଚାକିରି ହରାଇଥିଲେ ମିଳିବ ଟଙ୍କା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଇଏସ୍‌ଆଇସି ସଦସ୍ୟ ଥିବା କୌଣସି ବ୍ୟକ୍ତି ଚାକିରି ହରାଇଥିଲେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ‘ଅଟଳ ବୀମିତ କଲ୍ୟାଣ’ ଯୋଜନାରେ ସେମାନଙ୍କୁ ସହାୟତା ମିଳିବ। ଏଥିପାଇଁ ଇଏସ୍‌ଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ସହାୟତା ପାଇବା ଲାଗି ଅନ୍‌ଲାଇନରେ www.esic.in ୱେବସାଇଟ୍‌ରେ ଆବେଦନ କରିବାକୁ କୁହାଯାଇଛି। ଏଥିସହିତ ଆବେଦନକାରୀ ଏକ ସତ୍ୟପାଠ, ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ବିବରଣୀର ଫଟୋକପି ସହିତ ଅଧିକୃତ ଇଏସ୍‌ଆଇସି ଶାଖା […]

job

job

Manoranjan Sial
  • Published: Thursday, 17 September 2020
  • Updated: 17 September 2020, 10:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଇଏସ୍‌ଆଇସି ସଦସ୍ୟ ଥିବା କୌଣସି ବ୍ୟକ୍ତି ଚାକିରି ହରାଇଥିଲେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ‘ଅଟଳ ବୀମିତ କଲ୍ୟାଣ’ ଯୋଜନାରେ ସେମାନଙ୍କୁ ସହାୟତା ମିଳିବ। ଏଥିପାଇଁ ଇଏସ୍‌ଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ସହାୟତା ପାଇବା ଲାଗି ଅନ୍‌ଲାଇନରେ www.esic.in ୱେବସାଇଟ୍‌ରେ ଆବେଦନ କରିବାକୁ କୁହାଯାଇଛି। ଏଥିସହିତ ଆବେଦନକାରୀ ଏକ ସତ୍ୟପାଠ, ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ବିବରଣୀର ଫଟୋକପି ସହିତ ଅଧିକୃତ ଇଏସ୍‌ଆଇସି ଶାଖା କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ କିମ୍ବା ଡାକ ଯୋଗେ ଆବେଦନ କରିପାରିବେ।

ସୂଚନାଯୋଗ୍ୟ, ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ସନ୍ତୋଷ କୁମାର ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଇଏସ୍‌ଆଇ ନିଗମ ପକ୍ଷରୁ ‘ଅଟଳ ବୀମିତ କଲ୍ୟାଣ’ ଯୋଜନାକୁ ଅତିରିକ୍ତ ୧ ବର୍ଷ ପାଇଁ ସମ୍ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହି ଯୋଜନାକୁ ୨୦୨୦ ଜୁଲାଇ ପହିଲାରୁ ୨୦୨୧ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କୋଭିଡ୍‌-୧୯ ମହାମାରୀ ଏବଂ ତତସଂକ୍ରାନ୍ତ ଲକ୍‌ଡାଉନ୍‌ କାରଣରୁ ଚାକିରି ହରାଇଥିବା ବୀମାଭୁକ୍ତ କର୍ମଚାରୀମାନଙ୍କ ପାଇଁ ଯୋଗ୍ୟତା ସର୍ତ୍ତାବଳୀକୁ କୋହଳ କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାରେ ସେମାନେ କ୍ଷତିପୂରଣ ଆକାରରେ ସେମାନଙ୍କ ଦରମାର ୫୦% ପାଇପାରିବେ। ପୂର୍ବରୁ ଏହି ପରିମାଣ ୨୫% ଥିବା ବେଳେ ବର୍ତ୍ତମାନ ଏହାକୁ ବଢ଼ାଇ ୫୦% କରି ଦିଆଯାଇଛି। ବର୍ତ୍ତମାନର ଗାଇଡଲାଇନ ଅନୁଯାୟୀ, ଚାକିରି ହରାଇଥିବା କର୍ମଚାରୀମାନଙ୍କୁ ଲାଭ ଦେବା ଲାଗି ନିଯୁକ୍ତିଦାତା ଆବେଦନ କରିବେ।

ଶ୍ରୀ ଗଙ୍ଗୱାର କହିଛନ୍ତି, ଆବେଦନ ପ୍ରକ୍ରିୟାରେ ଏବେ ଏକ ଜରୁରି ରିହାତି ପ୍ରଦାନ କରାଯାଇଛି। ତାହା ହେଉଛି ଏବେ ଇଏସ୍‌ଆଇସି ଶାଖା କାର୍ଯ୍ୟାଳୟରେ ସିଧାସଳଖ ଆବେଦନ କରାଯାଇପାରିବ। ଏହି ସମ୍ପ୍ରସାରିତ ଲାଭ ଓ ସର୍ତ୍ତାବଳୀ କୋହଳ ହେବାର ବ୍ୟବସ୍ଥା ୨୦୨୦ ମାର୍ଚ୍ଚ ୨୪ରୁ ୨୦୨୦ ଡିସେମ୍ବର ୩୧ ତାରିଖ ମଧ୍ୟରେ ଲାଗୁ ହେବ। ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ସହାୟତା ରାଶି ସିଧାସଳଖ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯିବ। ଶ୍ରମ ମନ୍ତ୍ରୀ ଇଏସଆଇସିର ପ୍ରୟାସକୁ ପ୍ରଶଂସା କରି କହିଛନ୍ତି ଯେ ବର୍ତ୍ତମାନ ୩.୪୯ କୋଟି କର୍ମଚାରୀଙ୍କ ପରିବାରକୁ ସେବା ଯୋଗାଇ ଦେଉଛି। ଏଥିସହିତ ୧୩.୫୬ କୋଟି ଲାଭାର୍ଥୀ ଅତୁଳନୀୟ ନଗଦ ସହାୟତା ଓ ଶସ୍ତା ଚିକିତ୍ସା ସେବା ପାଇପାରୁଛନ୍ତି। ବର୍ତ୍ତମାନ ଇଏସଆଇସିର ଭିତ୍ତିଭୂମି ବହୁଗୁଣରେ ବୃଦ୍ଧି ପାଇଛି। ଏହା ଅଧୀନରେ ୧୫୨୦ଟି ଡିସପେନ୍ସରୀ (ମୋବାଇଲ ଡିସପେନ୍ସରୀ ସମେତ)/୩୦୭ ଆଇଏସଏମ ୟୁନିଟ ଏବଂ ୧୫୯ ଇଏସଆଇ ଡାକ୍ତରଖାନା, ୭୯୩ ଶାଖା/ପଇଠ କାର୍ଯ୍ୟାଳୟ ଏବଂ ୬୪ କ୍ଷେତ୍ରୀୟ ଓ ଉପକ୍ଷେତ୍ରୀୟ କାର୍ଯ୍ୟାଳୟ ରହିଛି। ୩୪ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ୫୬୬ ଜିଲ୍ଲାରେ ଏହା ସେବା ଯୋଗାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story