ଅନାଥ ଆଶ୍ରମରୁ ଚମକିଲେ ପୂଜା, ଦିନ ମଜୁରିଆ ଘରୁ କମାଲ କଲେ ସାଇଚରଣ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କଥାରରେ ଅଛି ଦୃଢ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ। ଆଉ ଲକ୍ଷ୍ୟ ଯଦି ସ୍ଥିର ତେବେ ସଫଳତା ନିଶ୍ଚୟ । ଅଭାବ ଅନାଟନ ହାର ମାନି ସଫଳତା ଦେଇଥାଏ।  ଛାତ୍ର ଜୀବନରେ ଏଭଳି ସଫଳତା ହାସଲ କରିଛନ୍ତି ସାଇଚରଣ ଦାସ ଓ ପୂଜା ମେହେର। ସର୍ବଭାରତୀୟ ଆଇଟିଆଇ ପରୀକ୍ଷାରେ ଟପ୍ପର ହୋଇଥିବା ଭବାନୀପାଟଣା ସରକାରୀ ଆଇଟିଆଇ କଲେଜର ଦୁଇ ଛାତ୍ର ଛାତ୍ରୀ ସାଇଚରଣ ଦାସ ଓ ପୂଜା ମେହେରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜେପିର ରାଷ୍ଟ୍ରୀୟ […]

topper-12

topper-12

Tapas Behera
  • Published: Sunday, 06 June 2021
  • Updated: 06 June 2021, 06:43 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କଥାରରେ ଅଛି ଦୃଢ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ। ଆଉ ଲକ୍ଷ୍ୟ ଯଦି ସ୍ଥିର ତେବେ ସଫଳତା ନିଶ୍ଚୟ । ଅଭାବ ଅନାଟନ ହାର ମାନି ସଫଳତା ଦେଇଥାଏ।  ଛାତ୍ର ଜୀବନରେ ଏଭଳି ସଫଳତା ହାସଲ କରିଛନ୍ତି ସାଇଚରଣ ଦାସ ଓ ପୂଜା ମେହେର। ସର୍ବଭାରତୀୟ ଆଇଟିଆଇ ପରୀକ୍ଷାରେ ଟପ୍ପର ହୋଇଥିବା

ଭବାନୀପାଟଣା ସରକାରୀ ଆଇଟିଆଇ କଲେଜର ଦୁଇ ଛାତ୍ର ଛାତ୍ରୀ ସାଇଚରଣ ଦାସ ଓ ପୂଜା ମେହେରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ନ୍ୟାସନାଲ ଟ୍ରେଡ ଟେଷ୍ଟରେ କୃତିତ୍ୱ ହାସଲ କରିଥିବା ସାଇଚରଣ ଓ ପୂଜାଙ୍କୁ ଟ୍ୱିଟର ଅଭିନନ୍ଦନ ଜଣାଇ ବୈଜୟନ୍ତ ଲେଖିଛନ୍ତି, ଶୃଙ୍ଖଳା, ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଥିଲେ କୌଣସି ପ୍ରତିବନ୍ଧକ ନିଜର ସ୍ୱପ୍ନ ପୂରଣ କରିବାରେ ବାଧକ ହୋଇପାରେ ନାହିଁ। ଏହା ପ୍ରମାଣିତ କରିଛନ୍ତି ସାଇଚରଣ ଓ ପୂଜା।

୨୫ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମେକାନିକ ମୋଟର ଟ୍ରେଡ୍‌ର ଛାତ୍ର ସାଇଚରଣ ଦାସ ପୁଅମାନଙ୍କ ମଧ୍ୟରେ ଟପ୍ପର ହୋଇଥିବା ବେଳେ ଝିଅଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି ପୂଜା ମେହେର। ପୂଜା ଏକ ଅନାଥାଶ୍ରମରେ ବଢ଼ିଥିବା ବେଳେ ସାଇଙ୍କ ବାପା ଜଣେ ଦିନ ମଜୁରିଆ। ଆର୍ଥିକ ଦୂରବସ୍ଥା ଓ ଅନ୍ୟ ପ୍ରତିବନ୍ଧକ ସତ୍ତ୍ୱେ ସେମାନେ ସର୍ବଭାରତୀୟସ୍ତରରେ ଟପ୍ପର ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story