ପୁଣି ଇଭିଏମ୍‌ର ଅଭାବନୀୟ ପରିସ୍ଥିତି: କେଉଁଠି ଅଚଳ ତ’ କେଉଁଠି ତ୍ରୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ତେବେ କିଛି ଜାଗାରେ ଇଭିଏମ୍ ଅଚଳ ଓ କେତେକ ଜାଗାରେ ତ୍ରୁଟି ଦେଖାଦେଇଥିବାର ଖବର ଆସିଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ୩୬ନଂ ବୁଥ୍‌ର ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି। କରଞ୍ଜିଆ ନିର୍ବାଚନମଣ୍ଡଳୀର ୩୬ନଂ ବୁଥ୍‌ର ଇଭିଏମ୍‌ରେ ମଧ୍ୟ ତ୍ରୁଟି ହୋଇଛି। […]

BJP-123

BJP-123

Jyoshna Pradhan
  • Published: Tuesday, 23 April 2019
  • Updated: 23 April 2019, 09:00 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ତେବେ କିଛି ଜାଗାରେ ଇଭିଏମ୍ ଅଚଳ ଓ କେତେକ ଜାଗାରେ ତ୍ରୁଟି ଦେଖାଦେଇଥିବାର ଖବର ଆସିଛି।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ୩୬ନଂ ବୁଥ୍‌ର ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି। କରଞ୍ଜିଆ ନିର୍ବାଚନମଣ୍ଡଳୀର ୩୬ନଂ ବୁଥ୍‌ର ଇଭିଏମ୍‌ରେ ମଧ୍ୟ ତ୍ରୁଟି ହୋଇଛି। ସେହିପରି କେନ୍ଦୁଝର ମ୍ୟୁନିସିପାଲିଟିର ୨୨୧, ୨୪୩, ୨୫୫ ବୁଥ୍‌ର ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି। କୁଚିଣ୍ଡା କତରାପାଲି ୧୨୨ ନମ୍ବର ବୁଥ୍‌ର ଇଭିଏମ୍‌ରେ ତ୍ରୁଟି ହୋଇଛି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୁରୁଣାବାନ୍ଦଗୁଡ଼ା ୨୮୧ନଂ ବୁଥ୍‌ର ଇଭିଏମ୍‌ ଅଚଳ ହୋଇଥିବା ସୂଚନା ଆସିଛି। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ନିକୋପାର୍କ ଆଶ୍ରମ ସ୍କୁଲ ୩୨ନଂ ବୁଥ୍ ଇଭିଏମ୍‌ ଅଚଳ ହୋଇଥିବା ଜଣାପଡ଼ିଛି। ବାଙ୍କୀ ନିର୍ବାଚନମଣ୍ଡଳୀର ୯୬, ୧୦୯ ନଂ ବୁଥ୍ ଇଭିଏମ୍ ଅଚଳ ହୋଇଛି। ବ୍ରହ୍ମଗିରି ବାଲିପାଟପୁର ୫ ନମ୍ବର ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଛି। କଟକ ରାଜାବଗିଚା ୧୭୯ ନମ୍ବର ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଛି। ହିନ୍ଦୋଳର ୨୩୨, ମ୍ୟୁନିସିପାଲିଟିର ୧୯୩, ୧୯୪ ବୁଥ୍‌ର ଇଭିଏମ୍ ଅଚଳ ହୋଇଛି। ତେଣୁ ମତଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିବା ଜଣାପଡ଼ିଛି।

ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀର ୧୧୨ନଂ ବୁଥ୍‌ରେ ଭୋଟିଂ ବିଳମ୍ବିତ ହୋଇଛି। ସେହିପରି ତାଳବସ୍ତ ୧୬୨ନଂ ବୁଥ୍‌ରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ପୁରୀ ଗଦାଧର ସ୍କୁଲ୍ ୧୪୬ ନଂ ବୁଥ୍‌ରେ ବିଳମ୍ବରେ ମତଦାନ ହୋଇଛି। ବାଦାମବାଡ଼ି ନ୍ୟୁ କଲୋନୀ ୧୬୯ ନଂ ବୁଥରେ ମତଦାନ ବିଳମ୍ବ ହୋଇଛି। ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ୧୪୫, ୧୦୧, ୧୩୫, ୧୩୮ ନଂ ବୁଥ୍‌ରେ ମତଦାନ ବିଳମ୍ବ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story