ଚିଟ୍‌ଫଣ୍ଡ ଟଙ୍କାରେ ଗ୍ଲାମର ଦୁନିଆରେ ମଉଜ କରୁଥିଲେ ବିଧାୟକ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡବଲ୍‌ ହେବାର ପ୍ରତିଶ୍ରୁତି ଦେଇ ଗରିବଙ୍କ ଝାଳବୁହା ଧନ ଲୁଟିଥିଲେ। ସେହି ଟଙ୍କା ଫେରାଇବା ବଦଳରେ ଗ୍ଲାମର ଦୁନିଆରେ ରୋମାନ୍ସ କରୁଥିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଥିଲେ ବିଗ୍‌ ବଜେଟ୍‌ ସିନେମା। କ୍ରାଇମବ୍ରାଞ୍ଚ ଅପରାଧ ଶାଖା ହାତରେ ଧରା ପଡ଼ି ଜେଲ୍‌ ଯିବା ପରେ ଜଣାପଡ଼ିଛି ପୂର୍ବତନ ବିଧାୟକ ଏମ.ଭି. ପ୍ରସାଦଙ୍କ ରଙ୍ଗୀଲା ଲାଇଫ୍‌ଷ୍ଟାଇଲ୍‌। ବିଶାଖାପାଟଣାର ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ଏମ୍‌.ଭି ପ୍ରସାଦ ୱେଲ୍‌ଫେୟାର […]

MV-Prasad

MV-Prasad

Manoranjan Sial
  • Published: Wednesday, 08 September 2021
  • Updated: 08 September 2021, 05:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡବଲ୍‌ ହେବାର ପ୍ରତିଶ୍ରୁତି ଦେଇ ଗରିବଙ୍କ ଝାଳବୁହା ଧନ ଲୁଟିଥିଲେ। ସେହି ଟଙ୍କା ଫେରାଇବା ବଦଳରେ ଗ୍ଲାମର ଦୁନିଆରେ ରୋମାନ୍ସ କରୁଥିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଥିଲେ ବିଗ୍‌ ବଜେଟ୍‌ ସିନେମା। କ୍ରାଇମବ୍ରାଞ୍ଚ ଅପରାଧ ଶାଖା ହାତରେ ଧରା ପଡ଼ି ଜେଲ୍‌ ଯିବା ପରେ ଜଣାପଡ଼ିଛି ପୂର୍ବତନ ବିଧାୟକ ଏମ.ଭି. ପ୍ରସାଦଙ୍କ ରଙ୍ଗୀଲା ଲାଇଫ୍‌ଷ୍ଟାଇଲ୍‌।

ବିଶାଖାପାଟଣାର ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ଏମ୍‌.ଭି ପ୍ରସାଦ ୱେଲ୍‌ଫେୟାର ଗ୍ରୃପ ଅଫ୍‌ କମ୍ପାନୀ ଖୋଲିଥିଲେ। ୨୦୦୧ ମସିହାରୁ ଏହି କମ୍ପାନୀ ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼, ଛତିଶଗଡ଼ ପରି ରାଜ୍ୟରେ ଶାଖା ଖୋଲି ୫ ବର୍ଷରେ ଟଙ୍କା ଡବଲ୍‌ ହେବ ଓ ଜମି ଦେବାକୁ କହି ଅର୍ଥ ଆଦାୟ କରିଥିଲା। କମ୍ପାନୀ ପାଖାପାଖି ୧୨୦୦ କୋଟିରୁ ଅଧିକ ଟଙ୍କା ଆଦାୟ କରିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଲୋକଙ୍କୁ ଠକିଥିଲା। ଟଙ୍କା ଫେରାଇନଥିଲା। ଏନେଇ ଠକାମୀରେ ଶିକାର ହୋଇଥିବା ସମୀର କୁମାର ସାହୁ EOWରେ ଅଭିଯୋଗ କରିଥିଲେ।

Filmଅଭିଯୋଗକୁ ଭିତ୍ତି କରି ସୋମବାର ତଦନ୍ତକାରୀ ଟିମ୍‌ ବିଶାଖାପାଟଣା ଯାଇ ଏମ୍‌. ପ୍ରସାଦଙ୍କ ଘରେ ଚଢ଼ଉ କରିଥିଲା। ତାଙ୍କ ଘରୁ ୪୫ ଲକ୍ଷ ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ମଙ୍ଗଳବାର ତାଙ୍କୁ ଆଣି କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର କରାଇଥିଲା। କୋର୍ଟରେ ହାଜର ପରେ ଏମ୍‌.ଭି ପ୍ରସାଦଙ୍କ ପକ୍ଷରୁ ଜାମିନ ଆବେଦନ କରିଥିଲେ। ମାତ୍ର ତାଙ୍କ ଜାମିନ ଆବେଦନ ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଯେଉଁଥିପାଇଁ ତାଙ୍କୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି।

ପୂର୍ବତନ ବିଧାୟକ ଜେଲ୍‌ରେ ଥିବା ବେଳେ ତାଙ୍କର ରଙ୍ଗୀଲା ଲାଇଫ୍‌ ସମ୍ପର୍କରେ ସାମ୍ନାକୁ ଆସିଛି। ମାମଲାକୁ ତଦନ୍ତ କରୁଥିବା ଅର୍ଥନୈତିକ ଅପରାଧ ଶାଖାର ଏସ୍‌ପି ଗାଗାରିନ ମହାନ୍ତିଙ୍କ କହିବା ଅନୁସାରେ ଏମ୍.ଭି. ପ୍ରସାଦ ହେଉଛନ୍ତି ତେଲୁଗ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ନାମୀଦାମୀ ପ୍ରଯୋଜକ। ସେ ଚିଟ୍‌ଫଣ୍ଡ ସଂସ୍ଥା ଖୋଲି ଆଦାୟ କରୁଥିବା କୋଟି କୋଟି ଟଙ୍କାରେ ଫିଲ୍ମ ତିଆରି କରୁଥିଲେ। ତାଙ୍କ ପ୍ରଯୋଜନା ସଂସ୍ଥା ବଡ଼ ବଡ଼ ବ୍ୟାନରରେ ଫିଲ୍ମ ତିଆରି କରୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story